Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରଯାତ୍ରୀ ବସ୍‌ରେ ଲାଗିଲା ନିଆଁ : 8 ମୃତ, 40ରୁ ଉର୍ଦ୍ଧ୍ବ ଗୁରୁତର
ଆଜିର ଖବର

ବରଯାତ୍ରୀ ବସ୍‌ରେ ଲାଗିଲା ନିଆଁ : 8 ମୃତ, 40ରୁ ଉର୍ଦ୍ଧ୍ବ ଗୁରୁତର

February 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବ୍ରହ୍ମପୁର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବାବେଳେ ଏହି ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । 40ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ରହିଛନ୍ତି । ସମସ୍ତ ଗୁରୁତର ଯାତ୍ରୀମାନଙ୍କୁ ଏମକେସିଜି ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ଓ ପୋଲିସ୍‌ ବାହିନୀ ନିୟୋଜିତ ରହିଥିବାବେଳେ ଏହି ଅଘଟଣକୁ ସ୍ବୀକାର କରିଛନ୍ତି ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ । ଏକ ବାହାଘର ପ୍ରସେସନ୍‌ରେ ଏହି ବସ୍‌ଟି ଯାଉଥିବାବେଳେ ଏହି ଅଘଟଣ ଘଟିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ବଢୁଛି ତାତି: ୪୦ ଡିଗ୍ରୀ ଉପରେ ୬ଟି ସହର

April 12, 2026

ଶିବରାଜଙ୍କୁ ବିହାର ପର୍ଯ୍ୟବେକ୍ଷକ ଦାୟିତ୍ୱ

April 12, 2026

ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ

April 12, 2026

ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍: ୮ ମୋଟରସାଇକେଲ ସହିତ ୧୦ ଅଭିଯୁକ୍ତ ଗିରଫ

April 12, 2026
Latest News

ରାଜ୍ୟରେ ବଢୁଛି ତାତି: ୪୦ ଡିଗ୍ରୀ ଉପରେ ୬ଟି ସହର

April 12, 2026

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ଼ ପଦକ୍ଷେପ: ମୁମ୍ବାଇରୁ ହାଓଡ଼ାକୁ ଚାଲିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍

April 12, 2026

ଶିବରାଜଙ୍କୁ ବିହାର ପର୍ଯ୍ୟବେକ୍ଷକ ଦାୟିତ୍ୱ

April 12, 2026

ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ

April 12, 2026

ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍: ୮ ମୋଟରସାଇକେଲ ସହିତ ୧୦ ଅଭିଯୁକ୍ତ ଗିରଫ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.