Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକପ୍ରିୟ ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କର ପରଲୋକ
ଆଜିର ଖବର

ଲୋକପ୍ରିୟ ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କର ପରଲୋକ

February 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲିଉଡର ଖ୍ୟାତନାମା ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କର ମୁମ୍ବାଇର ସାର୍‌ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍‌ ହସିପିଟାଲରେ ପରଲୋକ ହୋଇଥିବା ଜଣାଯାଇଛି । ରାଜକୁମାର ବଡଜାତ୍ୟା ହେଉଛନ୍ତି ସୁପ୍ରସିଦ୍ଧ ପ୍ରଯୋଜନା ସଂସ୍ଥା ରାଜଶ୍ରୀ ପ୍ରଡକ୍ସନ୍ସର ପ୍ରତିଷ୍ଠାତା ତାରାଚନ୍ଦ ବଡଜାତ୍ୟାଙ୍କ ସୁପୁତ୍ର ତଥା ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ସୂରଜ ଆର. ବଡଜାତ୍ୟାଙ୍କ ପିତା । ସେ ମୈନେ ପ୍ୟାର୍‌ କିୟା, ହମ୍‌ ଆପ୍‌କେ ହେଁ କୌନ୍‌, ମୈ ପ୍ରେମ୍‌ କୀ ଦିୱାନୀ ହୁଁ, ବିବାହ, ପ୍ରେମ ରତନ ଧନ୍‌ ପାୟୋ ଏବଂ ହମଚାର୍‌ ଆଦି ସିନେମାର ନିର୍ମାତା ଥିଲେ । ରାଜକୁମାର ବଡଜାତ୍ୟା ହିଁ ସୁପରଷ୍ଟାର୍‌ ସଲମାନ୍‌ ଖାନଙ୍କୁ ମୈନେ ପ୍ୟାର୍‌ କିୟା ଫିଲ୍ମରେ ବ୍ରେକ୍‌ ଦେଇଥିଲେ । ତାଙ୍କର ଶେଷ ସିନେମା ‘ହମଚାର୍‌’ ଗତ ୧୫ ତାରିଖରେ ରିଲିଜ୍‌ ହୋଇଥିଲା । ରାଜକୁମାର ବଡଜାତ୍ୟାଙ୍କ ଆକସ୍ମିକ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଲଞ୍ଚ ହେଲା ‘ବିକଶିତ ଭାରତ ପାଇଁ ଏଆଇ ରୋଡମ୍ୟାପ୍’ ଏବଂ ‘ଫ୍ରଣ୍ଟିୟର ଟେକ୍ ରିପୋଜିଟୋରୀ’

September 16, 2025

ଜାତୀୟ ଇ-ପ୍ରଶାସନ ପୁରସ୍କାର ପାଇବାକୁ ମନୋନୀତ ହେଲା କେନ୍ଦୁଝରର ଶୁଆକାଟି ପଞ୍ଚାୟତ

September 16, 2025

ବିହାରରରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 16, 2025

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

September 16, 2025
Latest News

ଲଞ୍ଚ ହେଲା ‘ବିକଶିତ ଭାରତ ପାଇଁ ଏଆଇ ରୋଡମ୍ୟାପ୍’ ଏବଂ ‘ଫ୍ରଣ୍ଟିୟର ଟେକ୍ ରିପୋଜିଟୋରୀ’

September 16, 2025

ନିଯୁକ୍ତି ମେଳାରେ ୭ଟି ବିଭାଗର ୧୬୮୬ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 16, 2025

ଜାତୀୟ ଇ-ପ୍ରଶାସନ ପୁରସ୍କାର ପାଇବାକୁ ମନୋନୀତ ହେଲା କେନ୍ଦୁଝରର ଶୁଆକାଟି ପଞ୍ଚାୟତ

September 16, 2025

ବିହାରରରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 16, 2025

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.