Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦି ‘ପ୍ରାଇମ୍‌ ଟାଇମ୍‌ ମିନିଷ୍ଟର’: ରାହୁଲ
ଆଜିର ଖବର

ମୋଦି ‘ପ୍ରାଇମ୍‌ ଟାଇମ୍‌ ମିନିଷ୍ଟର’: ରାହୁଲ

February 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଫୁଲଓ୍ବାମା ଆତଙ୍କୀ ଆକ୍ରମଣ ପରେ ପରେ ରାଜନୀତି ପୂରା ଜୋର୍‌ ଧରିଛି । ଆଗକୁ ସାଧାରଣ ନିର୍ବାଚନ । ଏହି ସମୟରେ ଉଭୟ ରାଜନୈତିକ ଦଳ ଉଭୟ ଉଭୟଙ୍କୁ ଘେରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ମୋଦି ପ୍ରାଇମ ମିନିଷ୍ଟର ନୁହେଁ ସେ ହେଉଛନ୍ତି, ‘ପ୍ରାଇମ୍‌ ଟାଇମ୍‌ ମିନିଷ୍ଟର’। ନଚେତ୍‌ ପୁଲଓ୍ବାମା ଆକ୍ରମଣ ପରେ ସେ ତାଙ୍କ ଫିଲ୍ମ ଶୁଟିଂରେ ବ୍ୟସ୍ତ ରହି ନ ଥାଆନ୍ତେ। ଆହୁରି ମଧ୍ୟ ରାହୁଲ ମୋଦି ସରକାରଙ୍କୁ ଟୁଇଟ୍‌ କରି ‘#PhotoShootSarkar’ ବୋଲି କହିଛନ୍ତି। ଯଦି ଏମିତି ନ ହୋଇ ଥାଆନ୍ତା ତେବେ ପୁଲଓ୍ବାମା ଆକ୍ରମଣ ପରେ ପରେ ମୋଦି ଜିମ୍‌ କର୍ବେଟ ପାର୍କରେ ତାଙ୍କ ଫିଲ୍ମ ଶୁଟିଂରେ ବ୍ୟସ୍ତ ନ ଥାଆନ୍ତେ।  ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା ମଧ୍ୟ ମୋଦିଙ୍କୁ ଏହି ପ୍ରସଙ୍ଗରେ କଟାକ୍ଷ କରିଥିଲେ। ତେବେ କଂଗ୍ରେସର ଏହି ଆକ୍ଷେପକୁ ଜବାବ ଦେଇ ପୁଣି କଂଗ୍ରେସ ଟାର୍ଗେଟ କରିଛନ୍ତି ଅମିତ୍‌ ଶାହା ।

Share. Facebook Twitter LinkedIn Email WhatsApp Copy Link

Related Posts

ଭିଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

January 17, 2026

ସଶସ୍ତ୍ର ବାହିନୀ ଦିବସ: ରିୟାଦରେ ଭାରତୀୟ ଦୂତାବାସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

January 17, 2026

ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ: ନୂତନ ଜିଲ୍ଲା ସଚିବଙ୍କ ଦାଇତ୍ୱ ଗ୍ରହଣ

January 17, 2026

ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର: ପ୍ରକାଶ ପାଇଲା ୟୁପିଆଇ ଉଠାଣ ତାରିଖ

January 17, 2026
Latest News

Odisha Investors’ Meet: ରାଜ୍ୟକୁ ଆସିଲା ୧ ଲକ୍ଷ କୋଟି ଟଙ୍କାର ନିବେଶ,୯୦ ହଜାର ନିଯୁକ୍ତି ସୁଯୋଗ

January 17, 2026

ମାଲଦାଠାରେ ୩,୨୫୦ କୋଟିରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 17, 2026

ଭିଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

January 17, 2026

ସଶସ୍ତ୍ର ବାହିନୀ ଦିବସ: ରିୟାଦରେ ଭାରତୀୟ ଦୂତାବାସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

January 17, 2026

ଭାରତୀୟ ରେଳବାଇ ଦ୍ୱାରା ଅଧିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.