Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ଧ୍ୟାକରଣକୁ ନେଇ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କଠୋର ହେଲେ କମଲନାଥ ସରକାର
ଆଜିର ଖବର

ବନ୍ଧ୍ୟାକରଣକୁ ନେଇ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କଠୋର ହେଲେ କମଲନାଥ ସରକାର

February 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର କମଲନାଥ ସରକାର ରାଜ୍ୟର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏକ ନିଷ୍ପତ୍ତି ଜାରି କରିଛନ୍ତି। ରାଜ୍ୟର କଂଗ୍ରେସ ସରକାର ସ୍ବାସ୍ଥ୍ୟକର୍ମୀଙ୍କୁ ଅତି କମ୍‌ରେ ଜଣଙ୍କର ବନ୍ଧ୍ୟାକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏପରି ନ କରିପାରିବେ, ତେବେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ସହ ବେତନ କାଟ କରାଯିବା ବୋଲି ସୂଚନା ରହିଛି। ରାଜ୍ୟର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନର ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଏପରି ନିର୍ଦ୍ଦେଶ ଜାରି କରାଯାଇଛି। ବନ୍ଧ୍ୟାକରଣର ଟାର୍ଗେଟ ପୂରଣ ନ କରିପାରିଲେ ସ୍ବାସ୍ଥ୍ୟକର୍ମୀଙ୍କୁ ବେତନ କାଟ ସହିତ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ମଧ୍ୟପ୍ରଦେଶରେ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ନିଯୁକ୍ତ ଥିବା କର୍ମଚାରୀଙ୍କ ପାଇଁ 5ରୁ 10ଜଣ ପୁରୁଷଙ୍କ ବନ୍ଧ୍ୟାକରଣ କରିବା ଅନିବାର୍ଯ୍ୟ କରାଯାଇଛି। ଜନସଂଖ୍ୟା ବୃଦ୍ଧିରେ ନିୟନ୍ତ୍ରଣ ପାଇଁ ଭାରତ 1952ରେ ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିଥିଲା। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଗହମ ଏବଂ ଯଅ ଉତ୍ପାଦନ ବୃଦ୍ଧି ସହିତ ଖର୍ଚ୍ଚ ହ୍ରାସ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ବାନ

August 27, 2025

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ, ମିଳିବ ସଫଳତା

August 27, 2025

ଆଜି ପ୍ରଭୃ ଶ୍ରୀଗଣେଶଙ୍କ ପୂଜା, ଜାଣନ୍ତୁ କେତେବେଳେ ଅଛି ପୂଜା କରିବା ମୂହୁର୍ତ୍ତ

August 27, 2025

ଆଜି ଗଣେଶ ପୂଜାରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ ଜ୍ଞାନ, ଜାଣନ୍ତୁ ରାଶିଫଳ

August 27, 2025
Latest News

ଗହମ ଏବଂ ଯଅ ଉତ୍ପାଦନ ବୃଦ୍ଧି ସହିତ ଖର୍ଚ୍ଚ ହ୍ରାସ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ବାନ

August 27, 2025

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ, ମିଳିବ ସଫଳତା

August 27, 2025

ଆଜି ପ୍ରଭୃ ଶ୍ରୀଗଣେଶଙ୍କ ପୂଜା, ଜାଣନ୍ତୁ କେତେବେଳେ ଅଛି ପୂଜା କରିବା ମୂହୁର୍ତ୍ତ

August 27, 2025

ଆଜି ଗଣେଶ ପୂଜାରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ ଜ୍ଞାନ, ଜାଣନ୍ତୁ ରାଶିଫଳ

August 27, 2025

ମା ତାରିଣୀ ପୀଠରେ ନିର୍ମାଣ ହେବ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ ଏବଂ ବ୍ୟାଖ୍ୟାନ କେନ୍ଦ୍ର

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.