Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଚହୋଲ୍‌ ଡିସ୍‌ପ୍ଲେ ସହିତ ଲଞ୍ଚ ହେବ ଏମଆଇ ଏ-4
ଆଜିର ଖବର

ପଞ୍ଚହୋଲ୍‌ ଡିସ୍‌ପ୍ଲେ ସହିତ ଲଞ୍ଚ ହେବ ଏମଆଇ ଏ-4

February 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି ଏମ୍‌ଆଇର ନୂତନ ଫୋନ୍‌ ଏ-4 । ଏହି ଫୋନ୍‌ଟିରେ ପ୍ରଥମ ଥର ପାଇଁ ପଞ୍ଚ ହୋଲ୍‌ ଡିସ୍‌ପ୍ଲେର ବ୍ୟବହାର କରାଯାଇଛି । ପୂର୍ବରୁ ଏ-3 ଲଞ୍ଚ ହୋଇ ସାରିଥିବା ବେଳେ ଏହାର ପରବର୍ତ୍ତୀ ସିରିଜ୍‌ ସିସି9 ନାମରେ ଚୀନ୍‌ରେ ଲଞ୍ଚ କରାଯାଇଥିଲା । ସିସି 10 କିମ୍ବା ସିସି 9 ପ୍ରୋ ନାମରେ ନାମିତ ହେବାକୁ ଥିବା ଫୋନ୍‌ଟିରେ ଏମ୍‌ଆଇ ପକ୍ଷରୁ ପ୍ରଥମ ଥର ପାଇଁ ପଞ୍ଚହୋଲ୍‌ ଡିସ୍‌ପ୍ଲେ ବ୍ୟବହାର କରାଯାଇଛି । ଏହି ଫୋନ୍‌ରେ କ୍ବାଲ୍‌କମ୍‌ର 855 ପ୍ରସେସର ବ୍ୟବହାର କରାଯାଇଥିବା ବେଳେ ଏହାର ମୂଲ୍ୟ ଭାରତୀୟ ବଜାରରେ 30ରୁ 35 ହଜାର ମଧ୍ୟରେ ରହିବ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରାବଣ ପରେ ଖାଉଟିଙ୍କୁ ଶୋଷଣ: ଓଡ଼ିଶାରେ କୁକୁଡ଼ା ଦର ବଢ଼ାଇଲେ କମ୍ପାନୀ

September 1, 2026

ଆଇଟିଟିଏଫ୍ ୱାର୍ଲ୍ଡ ପାରା ଫ୍ୟୁଚର ଲାହଟି ପ୍ରତିଯୋଗିତା: ଭାରତକୁ ୬ ସ୍ୱର୍ଣ୍ଣ ସହ ମୋଟ ୧୬ଟି ପଦକ

September 1, 2026

ୟୁଏସ୍ ଓପନ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ନୋବାକ୍ ଜୋକୋଭିଚ୍

August 31, 2026

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026
Latest News

ଶ୍ରାବଣ ପରେ ଖାଉଟିଙ୍କୁ ଶୋଷଣ: ଓଡ଼ିଶାରେ କୁକୁଡ଼ା ଦର ବଢ଼ାଇଲେ କମ୍ପାନୀ

September 1, 2026

ଜାତୀୟ ମହିଳା କମିଶନର ପ୍ରଥମ ‘ଶକ୍ତି ସମ୍ମିଳନୀ’

September 1, 2026

ଶ୍ରୀମନ୍ଦିର ନାଟମଣ୍ଡପ ଶୀତତାପ ନିୟନ୍ତ୍ରିତ: ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଉପରେ ନଜର

September 1, 2026

ସୋନ ନଦୀ ଜଳବଣ୍ଟନ ପାଇଁ ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

September 1, 2026

ଆଇଟିଟିଏଫ୍ ୱାର୍ଲ୍ଡ ପାରା ଫ୍ୟୁଚର ଲାହଟି ପ୍ରତିଯୋଗିତା: ଭାରତକୁ ୬ ସ୍ୱର୍ଣ୍ଣ ସହ ମୋଟ ୧୬ଟି ପଦକ

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.