Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଆ ଆଡ୍ଡା ଉପରେ ଚଢ଼ାଉ : 12 ଗିରଫ
ଆଜିର ଖବର

ଜୁଆ ଆଡ୍ଡା ଉପରେ ଚଢ଼ାଉ : 12 ଗିରଫ

February 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ୍ ଅମୁଣିଆ ସାହି ନିକଟସ୍ଥ କପିଳେଶ୍ୱର ମନ୍ଦିର ନିକଟରେ ଜୁଆଖେଳ ଚାଲିଥିବା ବେଳେ ପୁରୁଷୋତ୍ତମପୁର ଥାନାଧିକାରୀ ଚଢ଼ାଉ କରିଥିଲେ । ପୋଲିସ୍‌ ସେଠାରୁ 12 ଜୁଆଡ଼ିଙ୍କୁ ଗିରଫ କରିବା ସହ 20940 ଟଙ୍କା ଏବଂ 4ଟି ମୋବାଇଲ୍ ଫୋନ୍ ଜବତ କରିଛି । ସୂଚନାଥାଉକି ପୁରୁଷୋତ୍ତମପୁର ବ୍ଳକ୍ ଅଂଚଳରେ ଏହିଭଳି ରୀତିମତ ଜୁଆଖେଳ ଚାଲିଥିବା ଜଣାପଡ଼ିଛି । କୌଣସି ସୂତ୍ରରୁ ଖବରପାଇ ପୋଲିସ୍ ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ କିଛି ଜୁଆଡ଼ି ଛତ୍ରଭଙ୍ଗ ଦେଇଥିବାବେଳେ 12 ଜଣ ପୋଲିସ୍ ହାବୁଡ଼ରେ ପଡ଼ିଥିଲେ । ଗିରଫ ଜୁଆଡ଼ିମାନେ ହେଲେ ଗଜେନ୍ଦ୍ର ଗୌଡ଼ (23), ମାଧବ ବେହେରା (35), ସୋଲି ବେହେରା (30), ଡ଼ାକ ଗୌଡ଼ (23), ରକେଶ ଗୌଡ଼ (28), ଅରୁଣ କୁମାର ସ୍ୱାଇଁ (41), ଗନ୍ତେଇ ବେହେରା (50), ଲିଲୁ ଗୌଡ଼ ଓରଫ୍ କରୁଣାକର (31), ମୋହନ ବେହେରା (23), ବୁଲୁ ଗୌଡ଼ (41), ନାରାୟଣ ସାହୁ (31 । ସମସ୍ତ ଜୁଆଡ଼ି ପୁରୁଷୋତ୍ତମପୁର ଅଂଚଳର । ଏନେଇ ଥାନାରେ 41/20ରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଜୁଆଡ଼ିକୁ କୋର୍ଟଚାଲଣ କରାଯାଇଥିବା ଜଣାପଡ଼ିଛି ।

police
Share. Facebook Twitter LinkedIn Email WhatsApp Copy Link

Related Posts

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026

ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା

February 13, 2026
Latest News

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026

ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା

February 13, 2026

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.