Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିମାନ ହାଇଜ୍ୟାକ ଧମକ ମିଳିବା ପରେ, ଦେଶର ସମସ୍ତ ବିମାନ ବନ୍ଦରରେ ହାଇ ଆଲର୍ଟ
ଆଜିର ଖବର

ବିମାନ ହାଇଜ୍ୟାକ ଧମକ ମିଳିବା ପରେ, ଦେଶର ସମସ୍ତ ବିମାନ ବନ୍ଦରରେ ହାଇ ଆଲର୍ଟ

February 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇରେ ଏକ ଏୟାରଲାଇନର ଅପରେସନ ସେଣ୍ଟରକୁ ଫୋନ କରି ବିମାନକୁ ହାଇଜାକ କରି ପାକିସ୍ତାନ ନିଆଯିବ ବୋଲି ଧମକକାରୀ ଧମକ ଦେଇଛି। ଧମକ ମିଳିବା ମାତ୍ରେ ଦେଶର ସମସ୍ତ ବିମାନ ବନ୍ଦରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏବେ ବିମାନରେ ବସିବା ପୂର୍ବରୁ ଯାତ୍ରୀଙ୍କ ତଲାସି ଓ କାର ପାର୍କିଂକୁ ଯାଉଥିବା ଗାଡ଼ିର ବ୍ୟାପକ ଯାଞ୍ଚ କରାଯିବ। ସୂଚନା ମୁତାବକ ଶନିବାର ଏହି ଧମକଭରା ଫୋନ ଏୟାର ଇଣ୍ଡିଆର ବିମାନ ବନ୍ଦର ଅପରେସନ ସେଣ୍ଟରକୁ ଆସିଛି। ଏକ ଭାରତୀୟ ଏୟାରଲାଇନ୍ସର ବିମାନକୁ ହାଇଜ୍ୟାକ କରି ପାକିସ୍ତାନ ନିଆଯିବ ବୋଲି ଧମକ ଦିଆଯାଇଛି। ଅନ୍ୟ ପଟେ ପୁଲଓ୍ଵାମା ହମଲା ପରଠୁ ବିମାନ ବନ୍ଦର ସୁରକ୍ଷାକୁ ବଢାଇ ଦିଆଯାଇଛି। ଏହା ପରେ ଶନିବାର ଧମକ ମିଳିବା ପରେ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟି(ବିସିଏଏସ) ସମସ୍ତ ବିମାନ ବନ୍ଦର ଓ ଏୟାରଲାଇନ ସଞ୍ଚାଳକଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛି। ଏହି ଧମକଭରା ଫୋନ ଜାଲ କିମ୍ବା କୌଣସି ଅସାମାଜିକ ବ୍ୟକ୍ତିର ହୋଇପାରେ, ତଥାପି ସୁରକ୍ଷା ଏଜେନ୍ସି ଏହାକୁ ହାଲୁକା ଭାବେ ନେଇ ନାହାନ୍ତି। ସୁରକ୍ଷା ବ୍ୟବସ୍ଥାରେ କୌଣସି ଢିଲାପଣ କରିବାକୁ ଚାହୁଁନାହାନ୍ତି। କେନ୍ଦ୍ରୀୟ ଔଦୋଗିକ ସୁରକ୍ଷା ବଳ(ସିଆଇଏସଏଫ) ପୁଲଓ୍ଵାମା ହମଲା ପରେ ବିମାନ ବନ୍ଦରର ସୁରକ୍ଷାକୁ ପୂର୍ବରୁ ହିଁ କଡ଼ା କରି ଦିଆଯାଇଛି। ଏବେ ତାଜା ଆଲର୍ଟ ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026
Latest News

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.