Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା
ଆଜିର ଖବର

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା

March 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ 2019 ବର୍ଷ ପାଇଁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାରର ଘେଷଣା କରାଯାଇଛି । ସୋମବାର ଦିନ 11 ଟା ସମୟରେ ସାହିତ୍ୟ ଏକାଡେମୀ ପକ୍ଷରୁ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ପୁରସ୍କାର ଘୋଷଣା କରାଯାଇଛି । ପ୍ରଖ୍ୟାତ କଥାଶୀଳ୍ପି ବୀଣାପାଣି ମହାନ୍ତିଙ୍କୁ ଅତିବଡୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି । ଏହା ବ୍ୟତିତ 15 ଜଣ ବରିଷ୍ଠ ସାହିତ୍ୟିକ/ସାହିତ୍ୟିକାଙ୍କ ସମ୍ବର୍ଦ୍ଧନା ପାଇଁ ଘୋଷଣା କରାଯାଇଛି । ଏକାଡେମୀ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ସାହିତ୍ୟିକ/ସାହିତ୍ୟିକାଙ୍କୁ ସମ୍ବର୍ଦ୍ଧିତ କରାଯିବ ।

2019ର ବରିଷ୍ଠ ସାରସ୍ବତ ସାଧକଙ୍କ ତାଲିକା :
1. ମୀନକେତନ ପୁରୋହିତ
2. ଗୌରଚନ୍ଦ୍ର ପଣ୍ଡା
3. ପଦ୍ମନାଭ ସାହୁ
4. ଇନ୍ଦୁଲତା ମହାନ୍ତି
5. ବିଭୂତି ଭୂଷଣ ପଟ୍ଟନାୟକ
6. ଶୈଳେନ୍ଦ୍ର କୁମାର ମହାପାତ୍ର
7. ନିରଞ୍ଜନ ପାଢୀ
8. ଶ୍ରୀକାନ୍ତ ଚରଣ ପାତ୍ର
9. କବିବର ପରିଡା
10. ତ୍ରିନାଥ ନାୟକ
11. ମନୀନ୍ଦ୍ର ମହାନ୍ତି
12. ରବି ମହାପାତ୍ର
13. ଶରତ ଚନ୍ଦ୍ର କର
14. ବ୍ରଜ ଦାସ
15. ଅଖିଳାନନ୍ଦ ବେବର୍ତ୍ତା

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ: ଜାଣନ୍ତୁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

October 1, 2025

ବିଶ୍ୱକପ୍ ଜିତିବା ପରେ ପାକିସ୍ତାନ ଦଳକୁ ଧୋକ୍କା ଦେଇଥିଲା ସରକାର: ସଇଦ ଅଜମଲଙ୍କ ବଡ଼ ଖୁଲାସା

October 1, 2025

ଓଡିଆ ଚଳଚ୍ଚିତ୍ରରେ ଭିନ୍ନ କିଛି କରିବା ପାଇଁ ମୁଁ କଳିଙ୍ଗ ଟିଭିରୁ ଇସ୍ତଫା ଦେଲି: ନିର୍ଦ୍ଦେଶକ ହିମାଂଶୁ ଖଟୁଆ

October 1, 2025

ନିଖୋଜ ନାବାଳକର ମୃତଦେହ ଉଦ୍ଧାର

October 1, 2025
Latest News

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ: ଜାଣନ୍ତୁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

October 1, 2025

ବିହାର ବିଧାନସଭା ନିର୍ବାଚନ: ବିଜେପି ଏବଂ ନୀତିଶ କୁମାରଙ୍କ ଚିନ୍ତା ବଢାଇଲା ଏହି ସର୍ଭେ

October 1, 2025

ବିଶ୍ୱକପ୍ ଜିତିବା ପରେ ପାକିସ୍ତାନ ଦଳକୁ ଧୋକ୍କା ଦେଇଥିଲା ସରକାର: ସଇଦ ଅଜମଲଙ୍କ ବଡ଼ ଖୁଲାସା

October 1, 2025

ଓଡିଆ ଚଳଚ୍ଚିତ୍ରରେ ଭିନ୍ନ କିଛି କରିବା ପାଇଁ ମୁଁ କଳିଙ୍ଗ ଟିଭିରୁ ଇସ୍ତଫା ଦେଲି: ନିର୍ଦ୍ଦେଶକ ହିମାଂଶୁ ଖଟୁଆ

October 1, 2025

ନିଖୋଜ ନାବାଳକର ମୃତଦେହ ଉଦ୍ଧାର

October 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.