Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସୁରକ୍ଷିତ ଅଛି, ଏବେବି କମଲନାଥଙ୍କ ଚାଲ୍‌ ବାକି ଅଛି
ଆଜିର ଖବର

ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସୁରକ୍ଷିତ ଅଛି, ଏବେବି କମଲନାଥଙ୍କ ଚାଲ୍‌ ବାକି ଅଛି

March 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଛତିଶଗଡ : ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ସଂକଟ ଘନେଇଥିବାବେଳେ ସରକାରକୁ କିଛି ବିପଦ ନାହିଁ ଓ ବହୁମତ ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି କଂଗ୍ରେସ ନେତା।  ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଯେ, ଏବେ ଫ୍ଲୋର୍‌ ଟେଷ୍ଟ ହେବା ବାକି ଅଛି। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆକୁ ନେଇ ବଘେଲ କହିଛନ୍ତି ଯେ, କିଛି ଲୋକ ଅଛନ୍ତି ଯେଉଁମାନେ ଲାଞ୍ଜ ଦବେଇ ଗର୍ଜନ କରି ଫେରିଯାଆନ୍ତି। ତେବେ କିଛି ତ ବାଧ୍ୟବାଧ୍ୟକତା ରହିଥିବ, ନହେଲେ ଏମିତି କିଏ ବି ଧୋକ୍କାବାଜ ହୁଅନ୍ତି ନାହିଁ।

ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି ଭୂପେଶ ବଘେଲ। ଏବେ କମଲନାଥଙ୍କ ଚାଲ୍‌ ବାକି ଅଛି। ବୁଧବାର ଦିନ ଭୂପେଶ ବଘେଲ ଛତିଶଗଡରୁ ଦିଲ୍ଲୀ ଯାଉଛନ୍ତି। ଏଠାରେ କଂଗ୍ରେସ ହାଇକମାଣ୍ଡଙ୍କ ସହିତ ସାକ୍ଷାତ କରିବେ। ରାଜ୍ୟସଭା ଟିକେଟ ପାଇଁ ମଧ୍ୟ ମନ୍ଥନ କରିବେ ବୋଲି ଜଣାପଡିଛି।

bhupeshbaghel kamalnath
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିପକ୍ଷରେ କାହିଁକି ସବୁଜ ଜର୍ସି ପିନ୍ଧିଲା ବେଙ୍ଗାଲୁରୁ ଦଳ?: ଜାଣନ୍ତୁ କାରଣ

April 18, 2026

NIA ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ବର୍ଷ ପୁରୁଣା ମାମଲାରେ ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଗିରଫ

April 18, 2026

ମହିଳା ସଂରକ୍ଷଣ ବିଲ୍ ପାସ୍ ନହେବା ପରେ ଜଗନ ମୋହନଙ୍କ ଆସିଲା ପ୍ରତିକ୍ରିୟା: କହିଲେ…

April 18, 2026

କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

April 18, 2026
Latest News

ଦିଲ୍ଲୀ ବିପକ୍ଷରେ କାହିଁକି ସବୁଜ ଜର୍ସି ପିନ୍ଧିଲା ବେଙ୍ଗାଲୁରୁ ଦଳ?: ଜାଣନ୍ତୁ କାରଣ

April 18, 2026

NIA ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ବର୍ଷ ପୁରୁଣା ମାମଲାରେ ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଗିରଫ

April 18, 2026

ମହିଳା ସଂରକ୍ଷଣ ବିଲ୍ ପାସ୍ ନହେବା ପରେ ଜଗନ ମୋହନଙ୍କ ଆସିଲା ପ୍ରତିକ୍ରିୟା: କହିଲେ…

April 18, 2026

କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

April 18, 2026

ଆଜି ରାତି ୮:୩୦ ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.