Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିକ୍ଚର ଏବେ ବି ବାକି ଅଛି : ନକୁଲନାଥ
ଆଜିର ଖବର

ପିକ୍ଚର ଏବେ ବି ବାକି ଅଛି : ନକୁଲନାଥ

March 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ 22 ଜଣ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ଏବେ ଘୋର ସଂକଟରେ । ତେବେ କଂଗ୍ରେସ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ନେଇ ଦାବି ରଖିଛି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତ୍ର ତଥା ଛିନ୍ଦଓ୍ବାଡ ସାଂସଦ ନକୁଲନାଥ କହିଛନ୍ତି ଯେ, ତାଙ୍କୁ ପୂରା ଭରସା ରହିଛି ମଧ୍ୟପ୍ରଦେଶ ସରକାର ସୁରକ୍ଷିତ ରହିଛି ଓ ରହିବ । ବିଧାୟକଙ୍କୁ ଧୋକ୍କା ଦେଇ ବେଙ୍ଗାଲୁରୁ ନିଆଯାଇଛି । ବିଧାୟକଙ୍କ ଇସ୍ତଫା ଏପର୍ଯ୍ୟନ୍ତ ମଞ୍ଜୁର ହୋଇନାହିଁ ।

ନକୁଲନାଥ କହିଛନ୍ତି ଯେ, ବିଧାନସଭାର ବାଚସ୍ପତି କହିଛନ୍ତି ଯେ, ଯେଉଁ ବିଧାୟକମାନେ ଇସ୍ତଫା ଦେବାକୁ ଚାହୁଁଛନ୍ତି ସେମାନେ ବ୍ୟକ୍ତିଗତ ଭାବେ ବିଧାନସଭାରେ ଇସ୍ତଫା ଦେବେ । କାଲି ବିଜେପି ନେତା ଆମ ବିଧାୟକଙ୍କ ଇସ୍ତଫା ପତ୍ର ନେଇ ବାଚସ୍ପତିଙ୍କ ପାଖରେ ପହଞ୍ଚିଥିଲେ । ଏହାତ ଏପରି ଲାଗୁଛି ଯେ, ପିଏମ୍‌ ନରେନ୍ଦ୍ର ମୋଦି ଓ ଅମିତ୍‌ ଶାହା ଇସ୍ତଫା ଦେଲେ ଓ ଅଧୀର ରଂଜନ ଚୌଧୁରୀ ତାଙ୍କ ଇସ୍ତଫା ପତ୍ର ନେଇ ଲୋକସଭା ଅଧ୍ୟକ୍ଷଙ୍କ ପାଖରେ ପହଞ୍ଚିଲେ । ଏହା ତ ମଜାକ୍‌ ଅଟେ । ପିକଚର୍‌ ଏବେ ବାକି ଅଛି ବୋଲି କହିଛନ୍ତି ନକୁଲନାଥ ।

ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ସାକ୍ଷାତ କରି କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏବେ ସିନ୍ଧିଆ ବିଜେପିରେ ସାମିଲ୍‌ ହେବେ ବୋଲି ସୂଚନା ରହିଛି । ବିଜେପି ସିନ୍ଧିଆକୁ ରାଜ୍ୟସଭା ପଠାଇବା ବା କ୍ୟାବିନେଟ୍‌ ମନ୍ତ୍ରୀ ବନାଇବା ଅନୁମାନ କରାଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ ପ୍ରତିଷ୍ଠା ହେବ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ଖର୍ଚ୍ଚ ହେବ ୫୮୬୨ କୋଟି ଟଙ୍କା

October 2, 2025

ଆଜି ଦଶହରାରେ ଏହି ପାଞ୍ଚୋଟି ରାଶିର ଭାଗ୍ୟ ଖୋଲିଲା, ମିଳିବ ଅମାପ ଧନସଂପତ୍ତି

October 2, 2025

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

October 1, 2025
Latest News

ଦେଶରେ ପ୍ରତିଷ୍ଠା ହେବ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ଖର୍ଚ୍ଚ ହେବ ୫୮୬୨ କୋଟି ଟଙ୍କା

October 2, 2025

ଆଜି ଦଶହରାରେ ଏହି ପାଞ୍ଚୋଟି ରାଶିର ଭାଗ୍ୟ ଖୋଲିଲା, ମିଳିବ ଅମାପ ଧନସଂପତ୍ତି

October 2, 2025

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

October 1, 2025

ସ୍ୱଚ୍ଛତା ପଖୱାଡା : ପୂର୍ବତଟ ରେଳପଥର ଦୁଇ ସପ୍ତାହୀୟ ସ୍ୱଚ୍ଛତା ଅଭିଯାନ

October 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.