ମଦଭାଟିକୁ ଲକ୍ଷେ ଫାଇନ୍‌

Published: Mar 12, 2020, 10:36 am IST

ସମୀକ୍ଷା ବ୍ୟୁରୋ

ବ୍ରହ୍ମପୁର : ଅସନା କରିବା ଅଭିଯୋଗରେ ଏକ ମଦଭାଟିକୁ ଲକ୍ଷେ ଟଙ୍କା ଫାଇନ୍‌। କର୍ପୋରେସନ ରୋଡସ୍ଥିତ ଏକ ଦେଶୀ ମଦଭାଟିକୁ ଫାଇନ୍‌ କରିଛନ୍ତି ବ୍ରହ୍ମପୁର ଜିଲ୍ଲାପାଳ। ମଦ ଦୋକାନ ଆଗରେ ପଲିଥିନ୍‌ ପଡିଥିବା ଅଭିଯୋଗରେ ଫାଇନ୍‌। ସକାଳୁ ସହର ବୁଲି ସ୍ବଚ୍ଛତା ଅନୁଧ୍ୟାନ କରୁଥିବା ବେଳେ ଫାଇନ୍‌ କଲେ। ଅନ୍ୟ 4ଟି ଜଳଖିଆ ଦୋକାନକୁ ମଧ୍ୟ ଦଶହଜାର ଲେଖାଏଁ ଫାଇନ୍‌ କଲେ।

Related posts