Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋପାଳରେ ପହଞ୍ଚିଲେ କଂଗ୍ରେସ ବିଧାୟକ: ଆସନ୍ତାକାଲି ହୋଇପାରେ ଫ୍ଲୋର ଟେଷ୍ଟ
ଆଜିର ଖବର

ଭୋପାଳରେ ପହଞ୍ଚିଲେ କଂଗ୍ରେସ ବିଧାୟକ: ଆସନ୍ତାକାଲି ହୋଇପାରେ ଫ୍ଲୋର ଟେଷ୍ଟ

March 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୋପାଳ: ଚାରିଜଣ ସ୍ଵାଧୀନ ବିଧାୟକଙ୍କ ସହ ମୋଟ ୯୪ ଜଣ କଂଗ୍ରେସ ବିଧାୟକ  ଆଜି ଜୟପୁରରୁ ଭୋପାଳ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ସେମାନଙ୍କୁ ଚାରିଟି ବିଳାସପୂର୍ଣ୍ଣ କୋଚରେ ଏକ ହୋଟେଲକୁ ନିଆଯାଇଛି। ଏହି ହୋଟେଲଟି ବିଧାନସଭା ଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ। ଅପରପକ୍ଷରେ ଇସ୍ତଫା ଗ୍ରହଣ କରାଯାଇଥିବା ୬ ଜଣ ବିଧାୟକଙ୍କ ସମେତ ୨୨ଜଣ ବିଦ୍ରୋହୀ ବିଧାୟକ ଆଜି ଅପରାହ୍ନରେ ଭୋପାଳ ଫେରିବେ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିର୍ଦ୍ଦେଶ ପରେ କମଲ ନାଥ ସରକାରଙ୍କୁ ସୋମବାର ଦିନ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ପଡ଼ିବ। ଉଭୟ ବିଜେପି ଏବଂ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ସଂପୂର୍ଣ୍ଣ ଜୋର ଲଗାଇଛନ୍ତି। କମଲ ନାଥ ନିଜର ଆସନ ସୁରକ୍ଷିତ ରଖିପାରୁଛନ୍ତି ନା ଶିବରାଜ ପୁଣି ନୂତନ ସରକାର ଗଢୁଛନ୍ତି ଆସନ୍ତା କାଲି ଫ୍ଲୋର ଟେଷ୍ଟ ପରେ ସ୍ପଷ୍ଟ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଗଣପର୍ବ ନୂଆଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

August 28, 2025

ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚିଲା ପାହୁର ଯାତ୍ରା

August 28, 2025

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

August 28, 2025

ବାଲୁକା କଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

August 28, 2025
Latest News

ଗଣପର୍ବ ନୂଆଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

August 28, 2025

ଦେବଗଡ଼ରେ ଗଣେଶ ପୂଜା ମଣ୍ଡପ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 28, 2025

ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚିଲା ପାହୁର ଯାତ୍ରା

August 28, 2025

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

August 28, 2025

ବାଲୁକା କଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.