Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ଆକ୍ରମଣ ପରେ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ନାରାବାଜି
ଆଜିର ଖବର

ଭାରତର ଆକ୍ରମଣ ପରେ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ନାରାବାଜି

February 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
pakistan mp shouting slogans against pm imran khan in the parliament
pakistan mp shouting slogans against pm imran khan in the parliament

ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ପାକ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଜରୁରୀ ବୈଠକ ଡାକିଛନ୍ତି । ଏହି ବୈଠକରେ ବିଦେଶ ମନ୍ତ୍ରୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ବୈଠକ କରି ସୁରକ୍ଷା ସମୀକ୍ଷା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ପାକ୍ ସେନାର ବରିଷ୍ଠ ପଦାଧିକାରୀ ବି ସାମିଲ ହେବେ । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ସଂସଦରେ  ଭାରତର ଆକ୍ରମଣ ପ୍ରସଙ୍ଗ କଥା ଉଠିଛି । ଏହାସହ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ନାରାବାଜି କରାଯାଇଥିବା ସୂଚନା ମିଳିଛି ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

କଫ ସିରପ ଖାଇ ୨୦ ଶିଶୁଙ୍କ ମୃତ୍ୟୁ ପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଗିରଫ ହେଲେ କମ୍ପାନୀ ମାଲିକ

October 9, 2025

ପ୍ରଥମ ଥର ଦିନିକିଆ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ୯ ଖେଳାଳି: ଅଧିନାୟକ ମଧ୍ୟ ସାମିଲ

October 9, 2025

ବିଜେଡି କଲା ବଡ ଘୋଷଣା, ଏଗାର ଜଣ ନେତାଙ୍କୁ ଦେଲା ନୂଆ ଦାୟିତ୍ବ, ଜାଣନ୍ତୁ ସେମାନେ କିଏ

October 9, 2025

ଅକ୍ଟୋବର ୯ ତାରିଖ: ଗୁରୁବାର ଦିନ ଆପଣଙ୍କ ପାଇଁ କ’ଣ ଆଣିଛି, ପଢନ୍ତୁ ଆପଣଙ୍କର ରାଶିଫଳ

October 9, 2025
Latest News

ରାଜସ୍ଥାନରେ ଧର୍ମାନ୍ତରୀକରଣ ଆଇନ ପାସ୍, ଜାଣନ୍ତୁ ଉଲ୍ଲଂଘନ କଲେ କ’ଣ ମିଳିବ ଦଣ୍ଡ?

October 9, 2025

କଫ ସିରପ ଖାଇ ୨୦ ଶିଶୁଙ୍କ ମୃତ୍ୟୁ ପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଗିରଫ ହେଲେ କମ୍ପାନୀ ମାଲିକ

October 9, 2025

ଶ୍ରୀମୟୀ ମିଶ୍ର ବିଜେପି ନେତାଙ୍କ ସାଥୀରେ ଥିବା ଫଟୋ ହେଲା ଭାଇରାଲ, ଜୋରଦାର ହେଲା ଚର୍ଚ୍ଚା

October 9, 2025

ପ୍ରଥମ ଥର ଦିନିକିଆ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ୯ ଖେଳାଳି: ଅଧିନାୟକ ମଧ୍ୟ ସାମିଲ

October 9, 2025

ବିଜେଡି କଲା ବଡ ଘୋଷଣା, ଏଗାର ଜଣ ନେତାଙ୍କୁ ଦେଲା ନୂଆ ଦାୟିତ୍ବ, ଜାଣନ୍ତୁ ସେମାନେ କିଏ

October 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.