ଇଞ୍ଜିନ୍‌ରୁ ବଗି ହେଲା ଅଲଗା : ଚାରିବାଟିଆ ଷ୍ଟେସନ ନିକଟରେ ଇଞ୍ଜିନ୍‌ ସହ 2ଟି ବଗି ହୋଇଥିଲା ଅଲଗା

Published: Mar 16, 2020, 10:28 am IST

ସମୀକ୍ଷା ବ୍ୟୁରୋ

କଟକ : ଲୋକମାନ୍ୟ ତିଲକ ଏକ୍ସପ୍ରେସର ଇଞ୍ଜିନରୁ ବଗି ଅଲଗା ହୋଇଥିବା ଖବର ମିଳିଛି।  ଚାରିବାଟିଆ ଷ୍ଟେସନ ନିକଟରେ ଇଞ୍ଜିନ୍‌ ସହ 2ଟି ବଗି ଅଲଗା ହୋଇଯାଇଛି । ଭୁବନେଶ୍ବରରୁ ମୁମ୍ବାଇ ଯାଇଥିବା ଲୋକମାନ୍ୟ ତିଲକ୍‌ ଏକ୍ସପ୍ରେସ୍‌ର ଇଞ୍ଜିନ୍‌ ବଗି ଅଲଗା ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଥିଲେ ରେଳବାଇ କର୍ତ୍ତୃପକ୍ଷ । ମରାମତି ପରେ ପୁଣି ଥରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କରିଛି ଟ୍ରେନ୍‌ଟି ।

Related posts