Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମାଜିକ ଦୂରତ୍ବ ନେଇ ସରକାରଙ୍କ ତରଫରୁ ଗାଇଡଲାଇନ୍‌ ଜାରି
ଆଜିର ଖବର

ସାମାଜିକ ଦୂରତ୍ବ ନେଇ ସରକାରଙ୍କ ତରଫରୁ ଗାଇଡଲାଇନ୍‌ ଜାରି

March 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

 

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ସାମାଜିକ ଦୂରତ୍ବ ନେଇ ରାଜ୍ୟ ସରକାରଙ୍କ ତରଫରୁ କମିଟି ଗଠନ କରାଯାଇଛି । ଏପିସି ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ସାମାଜିକ ଦୂରତ୍ବ ନେଇ ଗାଇଡ ଲାଇନ୍‌ ଜାରି କରିଛି । ସାମାଜିକ ଦୂରତ୍ବ ରଖିବାକୁ କର୍ତ୍ତୃପକ୍ଷ 144 ଜାରି କରିପାରିବେନି । ଜିଲ୍ଲାପାଳ, ମାଜିଷ୍ଟ୍ରେଟ୍‌ କିମ୍ବା ପୋଲିସ୍‌ କମିଶନର ମଧ୍ୟ ଏହାକୁ ଲାଗୁ କରିପାରିବେନି । 144 ପରିବର୍ତ୍ତେ ସାମାଜିକ ସଚେତନ ଦ୍ବାରା ଦୂରତ୍ବ ରଖିବା ନେଇ ଏହି କମିଟିରେ କୁହାଯାଇଛି। ନିଜ ସହ ସମାଜକୁ ସୁରକ୍ଷିତ ରଖାଯିବା ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

ଶିକ୍ଷାନୁଷ୍ଠାନ ବନ୍ଦ, ପରୀକ୍ଷା ସ୍ଥଗିତ ନେଇ ଗାଇଡଲାଇନ୍‌ରେ ସୂଚନା ଦିଆଯାଇଛି । ସେହିପରି ବାହାଘର ଆଦି ଉତ୍ସବରେ 50 ମଧ୍ୟରେ ଅତିଥି ସୀମିତ ରଖିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟନ୍ତ ଜରୁରୀ ନଥିବା ସାମାଜିକ ଉତ୍ସବ ସ୍ଥଗିତ ପାଇଁ ନିର୍ଦ୍ଦେଶ ରହିଛ । ବୟସ୍କ, ନିରାଶ୍ରୟ ହିତାଧିକାରୀଙ୍କ ଘରେ ପିଡିଏସ୍‌ ସାମଗ୍ରୀ ପହଞ୍ଚାଯିବ । ଆହାର କେନ୍ଦ୍ର, ଓମ୍‌ଫେଡ୍‌ ବୁଥ୍‌ରେ ହାତ ଧୋଇବାକୁ ବାଧ୍ୟତାମୂଳକ କରାଯାଇଛି । ବୃଦ୍ଧବୃଦ୍ଧା ତଥା ବୟସ୍କଙ୍କୁ ପିଡିଏସ୍‌ ସାମଗ୍ରୀ ତାଙ୍କ ଘରେ ପହଞ୍ଚାଇବାକୁ ପରାମର୍ଶ ଦିଆଯାଇଛି । ପିଡିଏସ୍‌ ପାଇଁ ବ୍ୟବହୃତ ପିଓଏସ୍‌ ମେସିନ୍‌କୁ ସାନିଟାଇଜ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବସ୍‌ ସାନିଟାଇଜ୍‌ ହେବା ସହିତ ଯାତ୍ରୀଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଦୂରତା ରହିବାକୁ ସୂଚନା ରହିଛି । ବ୍ୟାଙ୍କ, ପୋଷ୍ଟ ଅଫିସ୍‌, ଏଟିଏମ୍‌ରେ ସାନିଟାଇଜର୍‌ ରଖାଯିବ । ଖାଦ୍ୟପଦାର୍ଥ ପାଇଁ ସୁପରମାର୍କେଟ୍‌, ଗ୍ରୋସରୀ ଖୋଲା ରହିବ । ତେବେ ଷ୍ଟୋରରେ 20ରୁ 30 ଜଣ ମଧ୍ୟରେ ପଶି ପାରିବା ନେଇ କଟକଣା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସୁଲଭ ମୂଲ୍ୟର ବ୍ରଡବ୍ୟାଣ୍ଡ, ୟୁପିଆଇ ଏବଂ ଡିଜିଟାଲ ପ୍ରଶାସନ କ୍ଷେତ୍ରରେ ଭାରତର ପ୍ରଗତି

August 22, 2025

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ

August 22, 2025

ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆର ବିଶେଷ ଚାହିଦା

August 22, 2025

ରେକର୍ଡ ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ଭାରତୀୟ ରେଳବାଇ

August 22, 2025
Latest News

ସୁଲଭ ମୂଲ୍ୟର ବ୍ରଡବ୍ୟାଣ୍ଡ, ୟୁପିଆଇ ଏବଂ ଡିଜିଟାଲ ପ୍ରଶାସନ କ୍ଷେତ୍ରରେ ଭାରତର ପ୍ରଗତି

August 22, 2025

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ

August 22, 2025

ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆର ବିଶେଷ ଚାହିଦା

August 22, 2025

ରେକର୍ଡ ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ଭାରତୀୟ ରେଳବାଇ

August 22, 2025

ସେପ୍ଟେମ୍ବର ୧୮ ରୁ ଆରମ୍ଭ ହେବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ 

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.