ମାର୍ଚ୍ଚ 31 ଯାଏ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ, ବ୍ରେଥ୍ ଆନାଲାଇଜର୍ ଟେଷ୍ଟ ଉପରେ ମଧ୍ୟ ଲାଗିଲା ରୋକ୍‌

Published: Mar 18, 2020, 9:13 am IST
ଅପରପକ୍ଷରେ କରୋନା ପାଇଁ ବ୍ରେଥ୍ ଆନାଲାଇଜର୍ ଟେଷ୍ଟ ଉପରେ  ମଧ୍ୟ  ସରକାର ରୋକ୍‌ ଲଗାଇଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ବ୍ରେଥ୍‌ ଆନାଲାଇଜର୍‌ ଟେଷ୍ଟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
କରୋନା ପାଇଁ ରାଜ୍ୟ ସରକାର ଯଥେଷ୍ଟ ସତର୍କତା ସହିତ କଡା ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ସୂଚନାଯୋଗ୍ୟ, ଭୁବନେଶ୍ବରଠାରେ ପ୍ରଥମ କରୋନା ରୋଗୀ ଚିହ୍ନଟ କରାଯାଇଛି।

 

 

Related posts