କରେନାକୁ ନ ଡରି ସତର୍କ ରୁହନ୍ତୁ, ଜାଣନ୍ତୁ କରୋନା ଅପଡେଟ୍‌ ସମ୍ପର୍କରେ

Published: Mar 18, 2020, 12:46 pm IST

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଚୀନ୍‌ରୁ ବୁହାନ ସହରରୁ ଏହା ବ୍ୟାପି ଆଜି ବିଶ୍ବର ୧୬୬ଟି ଦେଶରେ ପହଞ୍ଚିଛି। ଚୀନ୍‌ ପରେ ଏହା ଇଟାଲୀ, ଇରାନ୍‌ ଓ ସ୍ବେନ୍‌ର ବିଶେଷ ଭାବରେ ବ୍ୟାପି ଚାଲିଛି। ଏହି ରୋଗରେ ସାରା ବିଶ୍ବରେ ମୃତକଙ୍କ ସଂଖ୍ୟା ୭,୯୮୯ ରହିଛି। ସାରା ବିଶ୍ବରେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୮,୭୧୨ରହିଥିବାବେଳେ ଏହି ରୋଗରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ରହିଛି ୮୨,୭୭୯। ତେବେ କରୋନାକୁ ନେଇ ମନରେ ଉଠୁଥିବା ଡର ଓ ଭୟକୁ ଦୂର କରି ଏହି ରୋଗଠାରୁ ସତର୍କ ରୁହନ୍ତୁ। ସତର୍କତା ଓ ସଚେତନତା ହିଁ ଏହି ରୋଗ କବଳରୁ ଆମକୁ ଦୂରେଇ ରଖିପାରିବ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

 

Related posts