Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୁକାବିଲା ପାଇଁ ତିରୁପତିରେ ଅଭିନବ ଉଦ୍ୟମ, ବଜାରରେ ମଧ୍ୟ ବୁଲିଲେ ରଖିବାକୁ ପଡିବ ଦୂରତ୍ବ
ଆଜିର ଖବର

କରୋନା ମୁକାବିଲା ପାଇଁ ତିରୁପତିରେ ଅଭିନବ ଉଦ୍ୟମ, ବଜାରରେ ମଧ୍ୟ ବୁଲିଲେ ରଖିବାକୁ ପଡିବ ଦୂରତ୍ବ

March 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତିରୁପତି, ଭାରତର ପ୍ରସିଦ୍ଧ ଧର୍ମକ୍ଷେତ୍ର ତିରୁପତିରେ କରୋନା ଭାଇରସ କବଳରୁ ମୁକୁଳିବା ପାଇଁ ସେଠାକାର ପ୍ରଶାସନ ଏକ ଅଭିନବ ଉଦ୍ୟମ କରିଛନ୍ତି। ତାହା ହେଉଛି ବଜାରରେ ବୁଲିବା ବେଳେ ମଧ୍ୟ ସାମାଜିକ ଦୂରତା ବଜାଇ ରଖିବା। ମୁଖ୍ୟତଃ ଦୋକାନ ଆଗରେ ଜିନଷ କିଣିବା ପାଇଁ ଗୋଲାକାର ଗାର ଟାଣି ଦୂରତ୍ବ ରଖାଗଲା। ହେଲେ ବଜାରରେ ଚାଲିଲେ କିପରି ଦୂରତ୍ବ ରଖାଯିବ।

ଏହି ସମସ୍ୟାକୁ ଦୂର କରିବା ପାଇଁ ତିରୂପତି ପ୍ରଶାସନ ନେଇଛି ଏକ ଭିନ୍ନ ପଦକ୍ଷେପ। ବଜାର ଭିତରେ ବୁଲିଲା ବେଳେ ମଧ୍ୟ ସେହି ଗୋଲାକାର ଗାର ଭିତରେ ନିଜକୁ ସୀମିତ ରଖିବା ପାଇଁ ପଡିବ। ସେଥିପାଇଁ ବଜାରରେ ଥିବା ଲମ୍ବା ରୋଡକୁ ପ୍ରଶାସନ ତରଫରୁ ଚାରିକୋଣିଆ ଖଡି ଘର ଛାଡି ଛାଡି କରାଯାଇଛି। ସମସ୍ତଙ୍କୁ କୁହାଯାଇଛି ଯେ, ଆଗ ଘରର ଲୋକ ନ ଯିବା ପର୍ଯ୍ୟନ୍ତ ପଛ ଘର ଲୋକ ଆଗକୁ ଯାଇପାରିବ ନାହିଁ। ଫଳରେ ବଜାର ଭିତରେ ଲୋକେ ଏଣେତେଣେ ନ ବୁଲି ବର୍ତ୍ତମାନ ଶୃଙ୍ଖଳିତ ଭାବେ ଦୂରତ୍ବ ବଜାଇ ରଖି ଯିବା ଆସିବା କରୁଛନ୍ତି।

ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ତରଫରୁ ସମସ୍ତ ବଜାର ରାସ୍ତାରେ ପୋଲିସ ମୁତୟନ କରାଯାଇଛି। ଯେଉଁମାନେ ନିୟମ ଉଲଂଘନ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

coronaoutbreak
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବି.ସି

May 24, 2026

ବିଦ୍ୟୁତ୍ ଆଘାତରେ ଯୁବକଙ୍କ ପ୍ରାଣହାନୀ

May 24, 2026

ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ

May 24, 2026

ଏବେ ପ୍ରକୃତ ଲଢ଼େଇ ହିନ୍ଦୁ ଏବଂ ମୁସଲିମ ମଧ୍ୟରେ ନୁହେଁ, ଧନୀ ଏବଂ ଗରିବ ପ୍ରସଙ୍ଗରେ ହେବ – ରାହୁଲ ଗାନ୍ଧୀ

May 24, 2026
Latest News

ଗଞ୍ଜାମର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବି.ସି

May 24, 2026

ବିଦ୍ୟୁତ୍ ଆଘାତରେ ଯୁବକଙ୍କ ପ୍ରାଣହାନୀ

May 24, 2026

ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ

May 24, 2026

ବରିଷ୍ଠ ନାଗରିକ FD ହାର: କେଉଁ ବ୍ୟାଙ୍କ କେତେ ରିଟର୍ଣ୍ଣ ପ୍ରଦାନ କରୁଛନ୍ତି, ଦେଖନ୍ତୁ

May 24, 2026

ଏବେ ପ୍ରକୃତ ଲଢ଼େଇ ହିନ୍ଦୁ ଏବଂ ମୁସଲିମ ମଧ୍ୟରେ ନୁହେଁ, ଧନୀ ଏବଂ ଗରିବ ପ୍ରସଙ୍ଗରେ ହେବ – ରାହୁଲ ଗାନ୍ଧୀ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.