Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେଜର୍‌ ସନ୍ଦୀପ୍‌ ଉନ୍ନିକ୍ରିଷ୍ଣନ୍‌ଙ୍କ ଚରିତ୍ର ନିଭାଇବେ ଆଦିଭି
ଆଜିର ଖବର

ମେଜର୍‌ ସନ୍ଦୀପ୍‌ ଉନ୍ନିକ୍ରିଷ୍ଣନ୍‌ଙ୍କ ଚରିତ୍ର ନିଭାଇବେ ଆଦିଭି

February 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Adivi Sesh to play Major Sandeep Unnikrishnan
Adivi Sesh to play Major Sandeep Unnikrishnan

ତେଲୁଗୁ ସୁପରଷ୍ଟାର୍‌ ମହେଶ ବାବୁଙ୍କ ଦ୍ଵାରା ନିର୍ମିତ ତଥା ଶଶୀକିରଣ ଟିକ୍କାଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ‘ମେଜର୍‌’ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିବେ ତେଲୁଗୁ ଅଭିନେତା ଆଦିଭି ଶେଷ । ଏହି ଫିଲ୍ମଟି ୨୬/୧୧ ଆକ୍ରମଣ ଘଟଣାକୁ ନେଇ ପର୍ଯ୍ୟବସିତ ହୋଇଥିବାବେଳେ ଏଥିରେ ମେଜର୍‌ ସନ୍ଦୀପ୍‌ ଉନ୍ନିକ୍ରିଷ୍ଣନ୍‌ଙ୍କ ଚରିତ୍ର ନିଭାଇବେ ଆଦିବି । ଏହି ଫିଲ୍ମର ଫାଷ୍ଟ ପୋଷ୍ଟରକୁ ମହେଶ ବାବୁ ସେୟାର୍‌ କରିଛନ୍ତି । ୨୬/୧୧ ଘଟଣାରେ ନିଜର ପରାକ୍ରମ ତଥା ଦେଶପ୍ରେମର ପ୍ରମାଣ ଦେଖାଇଥିବା ମେଜର୍‌ ସନ୍ଦୀପ ଉନ୍ନିକ୍ରିଷ୍ଣନ୍‌ଙ୍କୁ ୨୦୦୯ରେ ଅଶୋକ ଚକ୍ରରେ ସମ୍ମାନ କରାଯାଇଥିଲା । ଏଭଳି ଜଣେ ବୀର ବାହାଦୂରଙ୍କ ଚରିତ୍ର ନିଭାଇବାକୁ ନେଇ ଆଦିଭି ବହୁତ ଉତ୍ସାହିତ ରହିଛନ୍ତି । ଆଦିଭି ‘କର୍ମ – ଡୁ ୟୁ ବିଲିଭି’ରୁ ଫିଲ୍ମ କ୍ୟାରିଅର୍‌ ଆରମ୍ଭ କରିଥିବାବେଳେ ଲେଡିଜ୍‌ ଆଣ୍ଡ୍‌ ଜେଣ୍ଟିଲ୍‌ମ୍ୟାନ୍‌, ବାହୁବଲି- ଦ ବିଙ୍ଗିନିଙ୍ଗ୍‌, ଦୋଙ୍ଗାଟା, ଖସନମ୍‌, ଆମିତୁମି, ଗୁଡାଚାରୀ ଆଦି ଫିଲ୍ମରେ ନଜର ଆସିଛନ୍ତି ।

 

 

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

୯ ପୋଲିସକୁ ଫାଶୀ

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.