Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୋଟ୍‌ବୁକ୍‌ର ନୂଆ ରୋମାଣ୍ଟିକ୍‌ ଗୀତ ‘ନହୀ ଲଗ୍‌ଦା’ ସଙ୍ଗ୍‌ ରିଲିଜ୍‌
ଆଜିର ଖବର

ନୋଟ୍‌ବୁକ୍‌ର ନୂଆ ରୋମାଣ୍ଟିକ୍‌ ଗୀତ ‘ନହୀ ଲଗ୍‌ଦା’ ସଙ୍ଗ୍‌ ରିଲିଜ୍‌

February 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
'Nai Lagda' song of the movie 'Notebook' released
'Nai Lagda' song of the movie 'Notebook' released

ସଲମାନ୍‌ ଖାନ୍‌ ବ୍ୟାନର୍‌ରେ ପ୍ରସ୍ତୁତ ତଥା ନବାଗତ ଜହୀର୍‌ ଇକବାଲ୍‌ ଓ ନବାଗତା ପ୍ରନୁତନ ବହଲ୍‌ଙ୍କ ଫିଲ୍ମ ‘ନୋଟବୁକ୍‌’ର ପ୍ରଥମ ଗୀତ ରିଲିଜ୍‌ ହୋଇଛି । ନହୀ ଲଗ୍‌ଦା … ଗୀତଟିକୁ ବିଶାଲ୍‌ ମିଶ୍ର ସଙ୍ଗୀତର ସଂଯୋଜନା କରିଥିବାବେଳେ ଏହି ଗୀତରେ ବିଶାଲ ମିଶ୍ର ଓ ଆଶୀଷ୍‌ କୌର୍‌ କଣ୍ଠଦାନ କରିଛନ୍ତି । ବଲିଉଡ୍‌ରେ ଭାଇଜାନ୍‌ ପ୍ରାୟ ନବାଗତଙ୍କୁ ବଲିଉଡ୍‌କୁ ଆଣିଥା’ନ୍ତି । ଏହି କ୍ରମରେ ନବାଗତା ପ୍ରନୂତନ ଓ ଇକବାଲ୍‌ଙ୍କୁ ଏହି ଫିଲ୍ମ ଜରିଆରେ ବଲିଉଡ୍‌କୁ ଏଣ୍ଟ୍ରି କରାଇଛନ୍ତି । ଏହି ଫିଲ୍ମର ପାକିସ୍ତାନୀ ଗାୟକ ଅତିଫ୍‌ ଅସଲମ୍‌ ଗୀତ ଗାଇବାର ରହିଥିଲା । କିନ୍ତୁ ଭାରତ ଉପରେ ଫୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ବଲିଉଡ୍‌ରେ ବାରଣ କରାଯିବାରୁ ଭାଇଜାନ୍‌ ଅତିଫ୍‌ଙ୍କୁ ଏହି ଫିଲ୍ମରୁ ବାଦ୍‌ ଦେଇଛନ୍ତି ।

notebookmovie thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

୯ ପୋଲିସକୁ ଫାଶୀ

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.