Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍କଳ ଦିବସରେ ନୂଆ ଘୋଷଣା, ଏଣିକି ଫୋନ କଲେ ଘରେ ପହଁଚିବ ଓମଫେଡ କ୍ଷୀର ସହିତ ଦୁଗ୍ଧ ଜାତୀୟ ଜିନିଷ
ଆଜିର ଖବର

ଉତ୍କଳ ଦିବସରେ ନୂଆ ଘୋଷଣା, ଏଣିକି ଫୋନ କଲେ ଘରେ ପହଁଚିବ ଓମଫେଡ କ୍ଷୀର ସହିତ ଦୁଗ୍ଧ ଜାତୀୟ ଜିନିଷ

April 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଉତ୍କଳ ଦିବସ ତଥା ଲକଡାଉନ ସମୟରେ ଓମଫେଡ ତରଫରୁ ନିଆଯାଇଛି ଏକ ନୂଆ ପଦକ୍ଷେପ। ଏଣିକି ଆପଣ ଫୋନ କଲେ ଆପଣଙ୍କ ଘରେ ଆସି ପହଁଚିବ କ୍ଷୀର ଏବଂ ଦୁଗ୍ଧ ଜାତୀୟ ପଦାର୍ଥ। ଏହି ପଦକ୍ଷେପ ଗ୍ରହଣ କରିଛି ଓଡିଶାର ଲୋକପ୍ରିୟ କ୍ଷୀର ବ୍ରାଣ୍ଡ ଓମଫେଡ୍। ତେବେ ଏହା ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡିଶା ସମେତ କେତେକ ସହରରେ ଲାଗୁ କରାଯାଇଛି।

ଏହି ହୋମ ଡେଲଭରି ଲାଗୁ କରାଯାଇଥିବା ସହରଗୁଡିକ ହେଲା ସମ୍ବଲପୁର, ବୁର୍ଲା, ଝାରସୁଗୁଡା, ହୀରାକୂଦ,ବରଗଡ,ସୋନପୁର,ଯାଜପୁର ଟାଉନ, ଯାଜପୁର ରୋଡ, ସାଳପପଡା, ଭବାନୀପାଟଣା, କଣ୍ଟାବାଞ୍ଜି, ବଲାଙ୍ଗିର ଏବଂ ରାୟଗଡା। ଏଥିପାଇଁ ଓମଫେଡ ତରଫରୁ ଜାରି କରାଯାଇଛି ଫୋନ ନମ୍ବର ଓ ହ୍ବାଟସପ ନମ୍ବର। ସେଗୁଡିକ ହେଲା-

1-9438767015

2-7008196560

3-9437510140

5-9348663116

ତେବେ ଏହି ଅର୍ଡର ଆପଣମାନେ ଦିନ 10ଟାରୁ ଅପରାହ୍ନ 5 ଭିତରେ ଏବଂ ଡେଲିଭରି ସମୟ ଦିନ 11ଟାରୁ ଅପରାହ୍ନ 5ଟା ରଖାଯାଇଛି। ତେବେ ଅତିକମରେ ଆପଣ 150 ଟଙ୍କାର ବିଲ ହେଲେ ଏହି ହୋମଡେଲିଭରି କରାଯାଇପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

September 18, 2025

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025

ଆରମ୍ଭ ହେଲା ବିଧାନସଭା, ଶୋକପ୍ରସ୍ତାବ ଆଗତ ପରେ ଗୃହ ଗୋଟିଏ ଦିନ ପାଇଁ ମୁଲତବୀ

September 18, 2025

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025
Latest News

“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

September 18, 2025

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025

ଆରମ୍ଭ ହେଲା ବିଧାନସଭା, ଶୋକପ୍ରସ୍ତାବ ଆଗତ ପରେ ଗୃହ ଗୋଟିଏ ଦିନ ପାଇଁ ମୁଲତବୀ

September 18, 2025

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.