Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି କଟକ କରୋନା ରୋଗୀ ଏସସିବି ରେ ନୁହେଁ, ଅଶ୍ବନୀ କୋବିଡ19 ହସପିଟାଲରେ ହେବେ ଚିକିତ୍ସା
ଆଜିର ଖବର

ଏଣିକି କଟକ କରୋନା ରୋଗୀ ଏସସିବି ରେ ନୁହେଁ, ଅଶ୍ବନୀ କୋବିଡ19 ହସପିଟାଲରେ ହେବେ ଚିକିତ୍ସା

April 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ, ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଥିପାଇଁ ବିଭିନ୍ନ ହସପିଟାଲ କର୍ତ୍ତୁପକ୍ଷ ଚିନ୍ତାରେ ପଡିଯାଇଛନ୍ତି। ଅନ୍ୟ ରୋଗୀମାନେ ଯେପରି ପ୍ରଭାବିତ ନ ହେବେ ସେଥିପାଇଁ କଟକ ଏସସିବି ହସପିଟାଲ ତରଫରୁ ନିଆଯାଇଛି ନୂଆ ନିଷ୍ପତି। ନିଷ୍ପତି ଅନୁସାରେ ଏଣିକି କଟକ ନିକଟସ୍ଥ ଅଞ୍ଚଳର ସମସ୍ତ କୋବିଡ19 ଆକ୍ରାନ୍ତ ଏସସିବିରେ ନ ରହି ଅଶ୍ବନୀ କୋବିଡ19 ହସପିଟାଲରେ ଚିକିତ୍ସା ହେବେ। ଗତକାଲି ଏସସିବିରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ଏହି ନିଷ୍ପତି ନିଆଯାଇଛି।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହସପିଟାଲକୁ ଭିଡିଓ କନଫ୍ରନେସିଂ ମାଧ୍ୟମରେ ଉଦଘାଟନ କରିଥିଲେ। କଟକର ପ୍ରତିଷ୍ଠିତ ଅଶ୍ବନୀ ହସପିଟାଲ ସହିତ ସରକାରଙ୍କ ଭାଗୀଦାରୀରେ ଦେଢଶହ ବେଡ ବିଶିଷ୍ଠ ଏହି ହସପିଟାଲ ନିର୍ମାଣ କରାଯାଇଛି। ଏଥିରେ କେବଳ କରୋନା ରୋଗୀଙ୍କ ଆବଶ୍ୟକ ମେଡିକାଲ ଉପକରଣ ଉପଲବ୍ଧ କରାଯାଇଛି। ଭାଇରସ ଯେପରି ସଂକ୍ରାମଣ ନ ହେବ ସେଥିପାଇଁ ମଧ୍ୟ ଏହି ହସପିଟାଲରେ ବନ୍ଦୋବସ୍ତ ମଧ୍ୟ କରାଯାଇଛି। ଗତକାଲି କଟକରୁ ମିଳିଥିବା ଆକ୍ରାନ୍ତ ଏବଂ ଭଦ୍ରକ ଆକ୍ରାନ୍ତ ଏହି ହସପିଟାଲକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

September 18, 2025

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025

ଆରମ୍ଭ ହେଲା ବିଧାନସଭା, ଶୋକପ୍ରସ୍ତାବ ଆଗତ ପରେ ଗୃହ ଗୋଟିଏ ଦିନ ପାଇଁ ମୁଲତବୀ

September 18, 2025

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025
Latest News

“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

September 18, 2025

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025

ଆରମ୍ଭ ହେଲା ବିଧାନସଭା, ଶୋକପ୍ରସ୍ତାବ ଆଗତ ପରେ ଗୃହ ଗୋଟିଏ ଦିନ ପାଇଁ ମୁଲତବୀ

September 18, 2025

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.