Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୦୦ ଟପିଲା
ଆଜିର ଖବର

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୦୦ ଟପିଲା

April 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚୀନ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ବିଶ୍ବ ମହାମାରୀର ରୂପ ନେଇଛି। ଏହି କରୋନା କବଳରେ ବିଶ୍ବର ୨୧୦ଟି ରାଷ୍ଟ୍ର କବଳିତ ହୋଇଛନ୍ତି। ସେହିପରି ଭାରତରେ ମଧ୍ୟ ଏହା ଦ୍ରୁତ ଭାବରେ ବ୍ୟାପି ଚାଲିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୦୦ ଟପିଯାଇଛି। ସେହିପରି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୬୬୧ ରହିଥିବାବେଳେ ଚିକିତ୍ସାଧୀନ ରହିଛନ୍ତି ୬୦୩୯ଜଣ ସେହିପରି ଡିସ୍‌ଚାର୍ଜ ହୋଇଛନ୍ତି ୫୧୫ ଜଣ। ଦେଶରେ କରୋନା ଯୋଗୁଁ ୨୦୬ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଜାରି କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦେଶରେ ୮୯୬ ଟି ନୂତନ ମାମଲା ଆସିଛି ବୋଲି ସୂଚନା ରହିଛି। ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ। ଦେଶରେ ସର୍ବାଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରରେ ରହିଛନ୍ତି। ଏଠାରେ ୧୩୬୪ ଜଣ ସଂକ୍ରମିତ ରହିଥିବାବେଳେ ୯୭ ଜଣଙ୍କର ମୃତ୍ୟୁ ହୋଇଛି ଓ 124ଜଣ ସୁସ୍ଥ ହୋଇଛନ୍ତି। (ଏଜେନ୍ସି)

coronaoutbreak
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା CBSE: ଆସନ୍ତାକାଲି ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ

March 1, 2026

୯୦ ଲକ୍ଷ ଭାରତୀୟଙ୍କୁ ସୁରକ୍ଷା ଦେବାର ଚ୍ୟାଲେଞ୍ଜ: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ JNU ପ୍ରଫେସରଙ୍କ ବିବୃତ୍ତି

March 1, 2026

ତୈଳ ସଙ୍କଟ ବଢାଇବା କି ଇସ୍ରାଏଲ-ଇରାନ ଯୁଦ୍ଧ, ଜାଣନ୍ତୁ କ’ଣ ରହିଛି ଭାରତର ଯୋଜନା?

March 1, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: କୌଣସି ଶୁଳ୍କ ବିନା ଏହି ଦିନ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ

March 1, 2026
Latest News

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା CBSE: ଆସନ୍ତାକାଲି ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ

March 1, 2026

୯୦ ଲକ୍ଷ ଭାରତୀୟଙ୍କୁ ସୁରକ୍ଷା ଦେବାର ଚ୍ୟାଲେଞ୍ଜ: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ JNU ପ୍ରଫେସରଙ୍କ ବିବୃତ୍ତି

March 1, 2026

ତୈଳ ସଙ୍କଟ ବଢାଇବା କି ଇସ୍ରାଏଲ-ଇରାନ ଯୁଦ୍ଧ, ଜାଣନ୍ତୁ କ’ଣ ରହିଛି ଭାରତର ଯୋଜନା?

March 1, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: କୌଣସି ଶୁଳ୍କ ବିନା ଏହି ଦିନ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ

March 1, 2026

ବଙ୍ଗଳାର ରାସ୍ତାରେ ବିଜେପିର “ପରିବର୍ତ୍ତନ ଯାତ୍ରା”: ୫ ହଜାର କିମିର ବଡ ଶକ୍ତି ପ୍ରଦର୍ଶନ!

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.