Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫୁଟବଲ୍‌ କୋଚ୍‌ ଭୂମିକାରେ ନଜର ଆସିବେ ଅଜୟ
ଆଜିର ଖବର

ଫୁଟବଲ୍‌ କୋଚ୍‌ ଭୂମିକାରେ ନଜର ଆସିବେ ଅଜୟ

March 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ajay will be football coach in next movie
ajay will be football coach in next movie

ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ‘ବଧାଇ ହୋ’ ଫିଲ୍ମର ନିର୍ଦ୍ଦେଶକ ଅମିତ୍‌ ଶର୍ମାଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମଟି ଫୁଟବଲ୍‌ ଖେଳ ଉପରେ ଆଧାରିତ । ଫିଲ୍ମରେ ଇଣ୍ଡିଆନ୍‌ ନ୍ୟାସନାଲ୍‌ ଫୁଟବଲ୍‌ ଟିମ୍‌ରେ କୋଚ୍‌ ସୟିଦ୍‌ ଅବଦୁଲ୍‌ ରହିମ୍‌ଙ୍କ ଚରିତ୍ରରେ ନଜର ଆସିବେ ଅଜୟ । ଏହି ଫିଲ୍ମରେ ଭାରତୀୟ ଫୁଟବଲ୍‌ ଖେଳର ସୁବର୍ଣ୍ଣ ବର୍ଷକୁ ଦେଖାଯିବ । ଏହା ଏକ ପରିୟଡ୍‌ ଫିଲ୍ମ । ଆଗାମୀ ଦୁଇ ମାସ ଭିତରେ ଏହିଫିଲ୍ମର ଶୁଟିଂ କାର୍ଯ୍ୟ ଆରମ୍ଭ କରାଯିବ ।  ଅମିତ୍‌ ଶର୍ମା ‘ତେବର୍‌’ ଫିଲ୍ମରୁ ତାଙ୍କ ନିର୍ଦ୍ଦେଶନା କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଫିଲ୍ମଟି ଦର୍ଶକଙ୍କ ଦ୍ବାରା ସେତେ ଆର୍କଷଣୀୟ ହୋଇପାରିଲା ନାହିଁ । କିନ୍ତୁ ତାଙ୍କର ‘ବଧାଇ ହୋ’ ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଥିଲା । ନିକଟରେ ରିଲିଜି ହୋଇଥିବା ଅଜୟ ଦେବଗନ୍‌ଙ୍କ ଅଭିନୀତ ତଥା ମଲ୍ଟିଷ୍ଟାରର୍‌ ଫିଲ୍ମ ‘ଟୋଟାଲ୍‌ ଧମାଲ୍‌’ ବେଶ୍‌ ଭଲ ବ୍ୟାବସାୟିକ ସଫଳତା ହାସଲ କରୁଛି ।

 

ajay thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଇଗ୍ନୋର ୩୯ତମ ସମାବର୍ତ୍ତନ ଉତ୍ସବ: ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରେ ୭ ହଜାରରୁ ଅଧିକ ଶିକ୍ଷାର୍ଥୀ ସମ୍ମାନିତ

April 7, 2026

ଡିଏଭି ପୋଖରୀପୁଟରେ ଓଡ଼ିଆ ପକ୍ଷ ଦିବସ

April 7, 2026

କେରଳର ମନ୍ଦିର ଏବଂ ହାତୀ କଲ୍ୟାଣ ପାଇଁ ୧୮ କୋଟି ପ୍ରଦାନ କଲେ ଅନନ୍ତ ଅମ୍ବାନୀ

April 7, 2026
Latest News

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଇଗ୍ନୋର ୩୯ତମ ସମାବର୍ତ୍ତନ ଉତ୍ସବ: ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରେ ୭ ହଜାରରୁ ଅଧିକ ଶିକ୍ଷାର୍ଥୀ ସମ୍ମାନିତ

April 7, 2026

ଡିଏଭି ପୋଖରୀପୁଟରେ ଓଡ଼ିଆ ପକ୍ଷ ଦିବସ

April 7, 2026

କେରଳର ମନ୍ଦିର ଏବଂ ହାତୀ କଲ୍ୟାଣ ପାଇଁ ୧୮ କୋଟି ପ୍ରଦାନ କଲେ ଅନନ୍ତ ଅମ୍ବାନୀ

April 7, 2026

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.