Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଆମ କୃଷି’ ନାମରେ ଏକ ନିଃଶୁଳ୍କ ଟେଲିଫୋନ୍‌ ସେବାର ଆରମ୍ଭ କଲେ ରାଜ୍ୟ ସରକାର
ଆଜିର ଖବର

‘ଆମ କୃଷି’ ନାମରେ ଏକ ନିଃଶୁଳ୍କ ଟେଲିଫୋନ୍‌ ସେବାର ଆରମ୍ଭ କଲେ ରାଜ୍ୟ ସରକାର

April 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ୍ ଥିବା ବେଳେ କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିଛନ୍ତି ଓଡ଼ିଶା ସରକାର । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ‘ଆମ କୃଷି’ ନାମରେ ଏକ ନିଶୁଳ୍କ ଟେଲିଫୋନ୍ ସେବା ଆରମ୍ଭ କରିଛନ୍ତି । 18001025166 ଏହି ନମ୍ବରରେ ଫୋନ୍ କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବୈଷୟିକ ସମସ୍ୟାର ସମାଧାନ ସମ୍ପର୍କରେ ପ୍ରତ୍ୟେକ କୃଷି ଭାଇ ଭଉଣୀମାନେ ଜାଣିପାରିବେ। ପ୍ରତି ସୋମବାରରୁ ଶନିବାର ଦିନ 12ଟାରୁ ରାତି 8ଟା ଯାଏଁ ଏହି ନମ୍ବର ଖୋଲା ରହିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ରାତି 8ଟା ପରେ  ଯଦି କେହି ଫୋନ୍ ନଉଠାନ୍ତି, ତେବେ ଏହି ଫୋନ୍‌ରେ ପଚାରାଯାଇଥିବା ପ୍ରଶ୍ନ ରେକର୍ଡ ହୋଇଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।

ସେହିପରି କୃଷିଜାତ ଦ୍ରବ୍ୟ ପରିବହନ ମଧ୍ୟ ନିର୍ବିଘ୍ନରେ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। କୃଷିଜାତ ଦ୍ରବ୍ୟ ପରିବହନ ପ୍ରତି ବିଶେଷ ଦୃଷ୍ଟିଦେବାକୁ  ପୋଲିସ୍‌ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାଛ ଚାଷ, ଫୁଲ ଚାଷ, ଲକ୍‌ ଡାଉନ୍‌ କଟକଣା ମୁକ୍ତ ରହିବ ବୋଲି ସୂଚନା ରହିଛି। ଲକ୍ ଡାଉନ୍‌ ବେଳେ ରାସାୟନିକ ସାର୍‌ ଦୋକାନ ଖୋଲା ରହିବ  ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓମାନ ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେଇପାରେ ଟିମ୍ ଇଣ୍ଡିଆ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

September 19, 2025

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025
Latest News

ଆଜି ଓମାନ ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେଇପାରେ ଟିମ୍ ଇଣ୍ଡିଆ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

September 19, 2025

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025

ଭାରତ ସମ୍ପର୍କରେ ଆମେରିକାକୁ ରୁଷର ଚେତାବନୀ: ଶୁଳ୍କ ଉପରେ ଦେଲା ବଡ ବିବୃତ୍ତି

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.