Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନିର୍ଦ୍ଧିଷ୍ଠ ସମୟ ପାଇଁ ଘୁଞ୍ଚିଲା ଓଜେଇଇ 2020 ପରୀକ୍ଷା, ଛାତ୍ରଛାତ୍ରୀମାନେ ବ୍ୟସ୍ତ ନ ହେବାକୁ କର୍ତ୍ତୁପକ୍ଷଙ୍କ ଅନୁରୋଧ
ଆଜିର ଖବର

ଅନିର୍ଦ୍ଧିଷ୍ଠ ସମୟ ପାଇଁ ଘୁଞ୍ଚିଲା ଓଜେଇଇ 2020 ପରୀକ୍ଷା, ଛାତ୍ରଛାତ୍ରୀମାନେ ବ୍ୟସ୍ତ ନ ହେବାକୁ କର୍ତ୍ତୁପକ୍ଷଙ୍କ ଅନୁରୋଧ

April 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଲକଡାଇନ ସମୟ ବୃଦ୍ଧି ଯୋଗୁଁ ଓଡିଶା ଜଏଣ୍ଟ ଏଣ୍ଟ୍ରାସ ପରୀକ୍ଷା 2020 ପରୀକ୍ଷା ଅନିର୍ଦ୍ଧିଷ୍ଠ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଓଜେଇଇ ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ବିଜ୍ଞପ୍ତି ଅନୁସାରେ ଓଜେଇଇ-2020 ପରୀକ୍ଷା ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ହେବ ବୋଲି କୁହାଯାଇଥିଲା। ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଏ ସଂପର୍କରେ ଅବଗତି ମଧ୍ୟ କରାଯାଇଥିଲା। ହେଲେ ପୁଣି ଥରେ ଲକଡାଇନ ସମୟ ବୃଦ୍ଧି ଯୋଗୁଁ ଏହି ପରୀକ୍ଷା ପରବର୍ତ୍ତି ନୋଟିସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ବୋଲି କୁହାଯାଇଛି।

ଏଥିରେ ପୁଣି କୁହାଯାଇଛି ଯେ, ପରବର୍ତ୍ତି ପରୀକ୍ଷା ସମୟ ଓଜେଇଇ ୱେବସାଇଟରେ ପ୍ରକାଶିତ ହେବ। ସେଥିରେ ଅନଲାଇନ ଫର୍ମ ପୂରଣ, ଆଡମିଟ୍ କାର୍ଡ ଡାଉନଲୋଡ ପ୍ରଭୃତି ପୁଣିଥରେ ୱେବସାଇଟରେ ଉପଲବ୍ଧ ହେବ। ସେଥିପାଇଁ ଛାତ୍ରଛାତ୍ରୀମାନେ କୌଣସି ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକ ନାହିଁ ବୋଲି ଓଜେଇଇ ତରଫରୁ କୁହାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ଘରେ ରହି ସରକାରଙ୍କ ବିଭିନ୍ନ ନୀତି ନିୟମ ମାନି ଚଳିବା ପାଇଁ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

OJEE2020
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025
Latest News

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.