Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଆସିଲା ନୂଆ ନିର୍ଦ୍ଦେଶ
ଆଜିର ଖବର

କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଆସିଲା ନୂଆ ନିର୍ଦ୍ଦେଶ

April 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନା ମୁକାବିଲା ଲାଗି କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ପୁଲିସ୍‌ ଡିଜି, ସମସ୍ତ ଅତିରିକ୍ତ ସଚିବ, ପ୍ରମୁଖ ସଚିବ ଓ ଜିଲ୍ଲାପାଳ ଓ ପୋଲିସ୍‌ କମିଶନର, ପୌର ନିର୍ବାହୀ ଅଧିକାରୀ, ମ୍ୟୁନିସାପଲା କମିଶନରଙ୍କୁ ଚିଠି ଦିଆଯାଇଛି ।

କଣ୍ଟେନେମଣ୍ଟ ଜୋନକୁ ସମ୍ପୂର୍ଣ୍ଣ ବ୍ୟାରିକେଡ୍‌ କରାଯାଇ ପ୍ରବେଶ ଏବଂ ପ୍ରସ୍ଥାନକୁ ନିଷିଦ୍ଧ କରାଯିବ । ସେହିପରି ଏହି ଜୋନ୍‌ରେ ରହୁଥିବା ଏକାକୀ ମହିଳା, ବୟସ୍କ ତଥା ଗର୍ଭବତୀ, ଅସୁସ୍ଥ ଓ ଦିବ୍ୟାଙ୍ଗ ଉପରେ  ସ୍ବତନ୍ତ୍ର ଧ୍ୟାନ ଦିଆଯିବ । ଘର ବୁଲି କଣ୍ଟେନେମଣ୍ଟରେ ସ୍ବାସ୍ଥ୍ୟବସ୍ଥା ବୁଝିବେ ଅଙ୍ଗନଓ୍ବାଡି, ଏଏନ୍‌ଏମ୍, ସ୍ବାସ୍ଥ୍ୟ କର୍ମୀ, ଶିକ୍ଷକ । ଫ୍ଲୁ ଲକ୍ଷଣ ଥିବା ଲୋକଙ୍କ ନମୁନା ସଂଗ୍ରହ ହୋଇ ପରୀକ୍ଷା କରାଯିବ । ଏମାନଙ୍କ କାମର ତଦାରଖ କରିବେ ମେଡ଼ିକାଲ ଅଫିସର । ସେହିପରି ଔଷଧ ଓ ଜରୁରୀ ସାମଗ୍ରୀ ଘରେ ପହଞ୍ଚାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବୟସ୍କ ବ୍ୟକ୍ତି, ଗର୍ଭବତୀ, ଅସୁସ୍ଥ ଓ ଭିନ୍ନକ୍ଷମଙ୍କୁ ଗୁରୁତ୍ବ ଦେବାକୁ ଯୋଜନା କରାଯାଇଛି । ସମ୍ପୃକ୍ତ ଅଞ୍ଚଳର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ କରାଯିବ । ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ମାଧ୍ୟମରେ ବିଭିନ୍ନ ସୂଚନା ଦିଆଯିବ । ଏହି କଣ୍ଟେନମେଣ୍ଟ ଜୋନ୍‌ରୁ ଦୁଇ ରାଉଣ୍ଡ ସର୍ଭେ ପରେ ଯଦି ନୂତନ ପଜିଟିଭ୍‌ କେସ୍‌ ନ ବାହାରିଲା ତେବେ ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍‌ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯିବ ।

କଣ୍ଟେନେମଣ୍ଟ ଜୋନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଏମ ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉଦବୋଧନ

October 3, 2025

ବାଣପୁର ମା ଭଗବତୀଙ୍କ ଶାରଦୀୟ ପର୍ବ ଶେଷ, ଛଅ ଭଉଣୀଙ୍କୁ ମେଲାଣୀ ଦେଇ ବାପଘରକୁ ବାହୁଡ଼ିଲେ ମା’ 

October 3, 2025

ଆସୁଛି ବାତ୍ୟା ଶକ୍ତି, ପାଣିପାଗ ବିଭାଗ କରାଇଲା ସତର୍କ, ଜାଣନ୍ତୁ କେଉଁଠି ହେବ, କେବେ ହେବ

October 3, 2025

ମୁଖ୍ୟମନ୍ତ୍ରୀ ଆଜି ୨୫ ଲକ୍ଷ ମହିଳାଙ୍କୁ ପ୍ରଦାନ କଲେ ୨,୫୦୦ କୋଟି ଟଙ୍କା

October 3, 2025
Latest News

ଆଇଆଇଏମ ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉଦବୋଧନ

October 3, 2025

ବାଣପୁର ମା ଭଗବତୀଙ୍କ ଶାରଦୀୟ ପର୍ବ ଶେଷ, ଛଅ ଭଉଣୀଙ୍କୁ ମେଲାଣୀ ଦେଇ ବାପଘରକୁ ବାହୁଡ଼ିଲେ ମା’ 

October 3, 2025

ଆସୁଛି ବାତ୍ୟା ଶକ୍ତି, ପାଣିପାଗ ବିଭାଗ କରାଇଲା ସତର୍କ, ଜାଣନ୍ତୁ କେଉଁଠି ହେବ, କେବେ ହେବ

October 3, 2025

ମୁଖ୍ୟମନ୍ତ୍ରୀ ଆଜି ୨୫ ଲକ୍ଷ ମହିଳାଙ୍କୁ ପ୍ରଦାନ କଲେ ୨,୫୦୦ କୋଟି ଟଙ୍କା

October 3, 2025

ଦେଶରେ ଦୁଗ୍ଧ ବ୍ୟବସାୟ ୭୦ ପ୍ରତିଶତର ଅଦ୍ଭୁତ ଅଭିବୃଦ୍ଧି ଘଟିଛି, ଅମିତ ଶାହ

October 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.