Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଆସିଲା ନୂଆ ନିର୍ଦ୍ଦେଶ
ଆଜିର ଖବର

କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଆସିଲା ନୂଆ ନିର୍ଦ୍ଦେଶ

April 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନା ମୁକାବିଲା ଲାଗି କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ପୁଲିସ୍‌ ଡିଜି, ସମସ୍ତ ଅତିରିକ୍ତ ସଚିବ, ପ୍ରମୁଖ ସଚିବ ଓ ଜିଲ୍ଲାପାଳ ଓ ପୋଲିସ୍‌ କମିଶନର, ପୌର ନିର୍ବାହୀ ଅଧିକାରୀ, ମ୍ୟୁନିସାପଲା କମିଶନରଙ୍କୁ ଚିଠି ଦିଆଯାଇଛି ।

କଣ୍ଟେନେମଣ୍ଟ ଜୋନକୁ ସମ୍ପୂର୍ଣ୍ଣ ବ୍ୟାରିକେଡ୍‌ କରାଯାଇ ପ୍ରବେଶ ଏବଂ ପ୍ରସ୍ଥାନକୁ ନିଷିଦ୍ଧ କରାଯିବ । ସେହିପରି ଏହି ଜୋନ୍‌ରେ ରହୁଥିବା ଏକାକୀ ମହିଳା, ବୟସ୍କ ତଥା ଗର୍ଭବତୀ, ଅସୁସ୍ଥ ଓ ଦିବ୍ୟାଙ୍ଗ ଉପରେ  ସ୍ବତନ୍ତ୍ର ଧ୍ୟାନ ଦିଆଯିବ । ଘର ବୁଲି କଣ୍ଟେନେମଣ୍ଟରେ ସ୍ବାସ୍ଥ୍ୟବସ୍ଥା ବୁଝିବେ ଅଙ୍ଗନଓ୍ବାଡି, ଏଏନ୍‌ଏମ୍, ସ୍ବାସ୍ଥ୍ୟ କର୍ମୀ, ଶିକ୍ଷକ । ଫ୍ଲୁ ଲକ୍ଷଣ ଥିବା ଲୋକଙ୍କ ନମୁନା ସଂଗ୍ରହ ହୋଇ ପରୀକ୍ଷା କରାଯିବ । ଏମାନଙ୍କ କାମର ତଦାରଖ କରିବେ ମେଡ଼ିକାଲ ଅଫିସର । ସେହିପରି ଔଷଧ ଓ ଜରୁରୀ ସାମଗ୍ରୀ ଘରେ ପହଞ୍ଚାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବୟସ୍କ ବ୍ୟକ୍ତି, ଗର୍ଭବତୀ, ଅସୁସ୍ଥ ଓ ଭିନ୍ନକ୍ଷମଙ୍କୁ ଗୁରୁତ୍ବ ଦେବାକୁ ଯୋଜନା କରାଯାଇଛି । ସମ୍ପୃକ୍ତ ଅଞ୍ଚଳର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ କରାଯିବ । ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ମାଧ୍ୟମରେ ବିଭିନ୍ନ ସୂଚନା ଦିଆଯିବ । ଏହି କଣ୍ଟେନମେଣ୍ଟ ଜୋନ୍‌ରୁ ଦୁଇ ରାଉଣ୍ଡ ସର୍ଭେ ପରେ ଯଦି ନୂତନ ପଜିଟିଭ୍‌ କେସ୍‌ ନ ବାହାରିଲା ତେବେ ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍‌ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯିବ ।

କଣ୍ଟେନେମଣ୍ଟ ଜୋନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

April 9, 2026

ହଠାତ୍ ସନ୍ଧ୍ୟାରେ ହ୍ରାସ ପାଇଲା ସୁନା ଏବଂ ରୂପାରେ ମୂଲ୍ୟ: ଜାଣନ୍ତୁ କେତେ?

April 9, 2026

ଭାରତରେ ପରିବର୍ତ୍ତନର ଧାରା!: ପେଟ୍ରୋଲ ଏବଂ ଡିଜେଲ ତୁଳନାରେ CNG- EV କାରର ବଢୁଛି ଚାହିଦା

April 9, 2026
Latest News

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

April 9, 2026

ହଠାତ୍ ସନ୍ଧ୍ୟାରେ ହ୍ରାସ ପାଇଲା ସୁନା ଏବଂ ରୂପାରେ ମୂଲ୍ୟ: ଜାଣନ୍ତୁ କେତେ?

April 9, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଭାରତରେ ପରିବର୍ତ୍ତନର ଧାରା!: ପେଟ୍ରୋଲ ଏବଂ ଡିଜେଲ ତୁଳନାରେ CNG- EV କାରର ବଢୁଛି ଚାହିଦା

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.