Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ରରେ ମବ୍‌ ଲିଚିଂ : ତିନିଜଣଙ୍କୁ ପିଟିପିଟି ହତ୍ୟା
ଆଜିର ଖବର

ମହାରାଷ୍ଟ୍ରରେ ମବ୍‌ ଲିଚିଂ : ତିନିଜଣଙ୍କୁ ପିଟିପିଟି ହତ୍ୟା

April 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଭାରତରେ ପୁଣି ଥରେ ମବ୍‌ ଲିଚିଂ  ବା ଭିଡ ହିଂସା ପରି ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ ଗ୍ରାମରେ ତିନିଜଣଙ୍କୁ ପିଟି ପିଟି ମାରି ଦେଇଥିବାର ସୂଚନା ମିଳିଛି। ତିନିଜଣଙ୍କୁ ଲୁଟେରା ଭାବି ଗୋଷ୍ଠୀ ଆକ୍ରମଣ କରାଯାଇଛି। ଏହି ଭିଡ ହିଂସା ଏତେ ଉଗ୍ର ହୋଇଥିଲା ଯେ, ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର ପୋଲିସ୍‌କୁ ମଧ୍ୟ ଏହି ଭିଡ ଆକ୍ରମଣ କରିଥିଲେ।

ଏହି ତିନି ଜଣ ନାସିକ ଯାଉଥିବା ସମୟରେ ମବ୍‌ ଲିଚିଂ ହୋଇଥିଲା। ଏଥିରେ ଜଣେ ଡ୍ରାଇଭର ରହିଥିବାବେଳେ ଅନ୍ୟ ଦୁଇଜଣ ମୁମ୍ବାଇ ନିବାସୀ ଥିଲେ।

ମିଳିଥିବା ସୂଚନା ଅନୁସାରେ ପାଲଘର ଜିଲ୍ଲାରେ ଦାଭଡୀ ଖାନବେଲ୍‌ ରୋଡ ସ୍ଥିତ ଏକ ଆଦିବାସୀ ଗ୍ରାମରେ ଶୁକ୍ରବାର ଦିନ 200 ଲୋକ ତିନି ଜଣଙ୍କୁ ଲୁଟେରା ଭାବି ପଥର ମାଡ କରିବା ସହିତ ତାଙ୍କ ଗାଡିକୁ ଅଟକାଇଥିଲେ। ତା’ପରେ ଲୋକମାନେ ତାଙ୍କୁ ନିସ୍ତୁକ ମାଡ ମାରିବା ଆରମ୍ଭକରିଥିଲେ। ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ମାତ୍ର ଭିଡ ପୋଲିସ୍‌କୁ ବି ଛାଡି ନଥିଲେ। ଏହି ଆକ୍ରମଣେ ପାଞ୍ଚଜଣ ପୋଲିସ୍‌ କର୍ମୀ ଆହତ ହୋଇଛନ୍ତି । (ଏଜେନ୍ସି)

3 people beaten to death moblyching
Share. Facebook Twitter LinkedIn Email WhatsApp Copy Link

Related Posts

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025

ବଳଙ୍ଗା ପୀଡିତାଙ୍କ ପୈତୃକ ଗ୍ରାମ ବାୟାବର ଯାଇ ଶେଷ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025
Latest News

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025

ବଳଙ୍ଗା ପୀଡିତାଙ୍କ ପୈତୃକ ଗ୍ରାମ ବାୟାବର ଯାଇ ଶେଷ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.