Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେଭିବେସ୍‌ରେ କରୋନା : 21 ଜଣ ନୌସେନା କର୍ମଚାରୀଙ୍କୁ କରୋନା ପଜିଟିଭ୍‌
ଆଜିର ଖବର

ନେଭିବେସ୍‌ରେ କରୋନା : 21 ଜଣ ନୌସେନା କର୍ମଚାରୀଙ୍କୁ କରୋନା ପଜିଟିଭ୍‌

April 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଦେଶର ପ୍ରଥମଥର ପାଇଁ ନେଭି ବେସ୍‌ରେ କରୋନା ଚିହ୍ନଟ କରାଯାଇଛି । ଗତ ସାତ ତାରିଖରେ ଆଇଏନ୍‌ଏସ୍‌ ଆଙ୍ଗ୍ରେର ଜଣେ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିବା ପରେ ଅନ୍ୟମାନେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଛି। ଭାରତୀୟ ନୌସେନାରେ 25ରୁ ଅଧିକ କର୍ମୀଙ୍କ ନିକଟରେ କରୋନା ଟେଷ୍ଟ କରାଯାଇଥିବାବେଳେ 21 ଜଣଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ପରେ ସମସ୍ତଙ୍କୁ ମୁମ୍ୱାଇର କୋଲାବାସ୍ଥିତ ଆଇଏନ୍‌ଏଚ୍‌ଏସ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଜାହାଜ ଏବଂ ବୁଡ଼ାଜାହାଜରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଏହି ସଂକ୍ରମଣ ବିସ୍ତାର କରିନଥିବା ସୂଚନା ରହିଛି। ସେହିପରି କୋଭିଡ୍‌ ଗାଇଡ୍‌ ଲାଇନ ଅନୁସାରେ ନୌସେନା ଅଧିକାରୀଙ୍କ ଯାତ୍ରା ବିବରଣୀ ଓ ସେ କାହା କାହା ସଂସ୍ପର୍ଶରେ ଆସିଥିଲେ ସେ ନେଇ ତନା ଘନା ଚାଲିଛି ।

ଭାରତରେ କରୋନା ସଂକ୍ରମଣର ସଂଖ୍ୟା ପ୍ରାୟ ଚଉଦହଜାର ଟପିଥିବାବେଳେ ଦେଶରେ କରୋନା କାରଣରୁ 480 ଜଣଙ୍କର ମୃତ୍ୟୁ ଘଟିଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଉପ-ନିର୍ଦ୍ଦେଶକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ

September 3, 2025

ଇଣ୍ଡିଆ ଚେଞ୍ଜ ମେକର ୨୦୨୫ ଭାବେ ସୋଆ ଫ୍ୟାକଲ୍ଟି ମନୋନୀତ

September 3, 2025

ରବିବାର ଦିନ ଲାଗିବ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେତେବେଳେ ଅଛି ପାକ ତ୍ୟାଗ

September 3, 2025

ଆଜି ସେପ୍ଟେମ୍ବର ତିନି ତାରିଖ ବୁଧବାରରେ ଏହି ତିନୋଟି ରାଶି ହେବେ ମାଲେମାଲ୍

September 3, 2025
Latest News

ରଣପୁରର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଉପ-ନିର୍ଦ୍ଦେଶକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ

September 3, 2025

ଇଣ୍ଡିଆ ଚେଞ୍ଜ ମେକର ୨୦୨୫ ଭାବେ ସୋଆ ଫ୍ୟାକଲ୍ଟି ମନୋନୀତ

September 3, 2025

ରବିବାର ଦିନ ଲାଗିବ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେତେବେଳେ ଅଛି ପାକ ତ୍ୟାଗ

September 3, 2025

ଆଜି ସେପ୍ଟେମ୍ବର ତିନି ତାରିଖ ବୁଧବାରରେ ଏହି ତିନୋଟି ରାଶି ହେବେ ମାଲେମାଲ୍

September 3, 2025

ସାର୍ ଯଦୁନାଥ ସରକାର ଫେଲୋସିପର ପ୍ରଥମ ବ୍ୟାଚ ଦୀକ୍ଷାନ୍ତ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

September 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.