Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ବାଇପାସ୍ ଉପରୁ ମୃତ ଅବସ୍ଥାରେ କଲରାପତରିଆ ବାଘ ଉଦ୍ଧାର
ଆଜିର ଖବର

ବାଲୁଗାଁ ବାଇପାସ୍ ଉପରୁ ମୃତ ଅବସ୍ଥାରେ କଲରାପତରିଆ ବାଘ ଉଦ୍ଧାର

April 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ଅଲାଇଡି ନିକଟସ୍ଥ ବାଇପାସ୍‌ ଉପରେ ଆଜି ଏକ କଲରାପତରିଆ ବାଘ ମୃତ ଅବସ୍ଥାରେ ପଡିଥିବାର ଦେଖାଯାଇଥିଲା। ଏହି ବାଘକୁ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବନବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛି। ଭୋର୍‌ ସମୟର କୌଣସି ଅଜଣା ଗାଡି ଦ୍ବାରା ବାଘଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ପଞ୍ଝାରୁ ରକ୍ତସ୍ରାବ ହୋଇଥିବାରୁ ବାଘଟି କୌଣସି ଅଜଣା ଗାଡି ଦ୍ବାରା ଦୁର୍ଘଟଣାର ଶିକାର ହୋଇଥିବାର ଅନୁମାନ କରାଯାଉଛି।

ବାଘର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଜନଗହଳିପୂର୍ଣ୍ଣ ସହର ମଧ୍ୟକୁ ବାଘଟି କେମିତି ଆସିଲା, ତାହାକୁ ନେଇ ଜନସାଧାରଣ ଚିନ୍ତା ପ୍ରକଟ କରିଛନ୍ତି। ଲକ୍‌ ଡାଉନ୍‌ ଯୋଗୁଁ ରାସ୍ତା ଘାଟ ଶୂନଶାନ ରହିଥିବାରୁ ବାଘଟି ସହର ଅଭିମୁଖେ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ବାଘଟି ସହର ମଧ୍ୟକୁ ଆସିବା ପରେ ବାଘ ପରି ଅନେକ ବନ୍ୟ ହିଂସ୍ର ଜନ୍ତୁ ମଧ୍ୟ ସହରମଧ୍ୟକୁ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଆତଙ୍କିତ ପରିବେଶ ସୃଷ୍ଟି ହୋଇ ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିଟାଲ୍ ମିଡିଆରେ ଅଶ୍ଳୀଳତା, ଭୁଲ ସୂଚନା ଏବଂ ଅନଲାଇନ୍ ସାଇବର ଅପରାଧକୁ ରୋକିବା ପାଇଁ ପ୍ରସ୍ତୁତି

December 18, 2025

ଦେଶର ଅଜୟ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପରମବୀର ଗ୍ୟାଲେରୀକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

December 18, 2025

କେନାଲ ଭିତରେ ଫସିଗଲା ମଇଁଷି, ଅଗ୍ନିଶମ କର୍ମଚାରୀ କଲେ ଉଦ୍ଧାର, ଦେଖନ୍ତୁ ଭିଡିଓ

December 18, 2025

ସୁରକ୍ଷିତ ଘରକୁ ଫେରିଲେ ସୁଦାନରେ ନିଖୋଜ ଯୁବକ: ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

December 18, 2025
Latest News

ଡିଜିଟାଲ୍ ମିଡିଆରେ ଅଶ୍ଳୀଳତା, ଭୁଲ ସୂଚନା ଏବଂ ଅନଲାଇନ୍ ସାଇବର ଅପରାଧକୁ ରୋକିବା ପାଇଁ ପ୍ରସ୍ତୁତି

December 18, 2025

ଦେଶର ଅଜୟ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପରମବୀର ଗ୍ୟାଲେରୀକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

December 18, 2025

ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ସମୟ ଆସିଲା, ସୁରକ୍ଷା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ 

December 18, 2025

କେନାଲ ଭିତରେ ଫସିଗଲା ମଇଁଷି, ଅଗ୍ନିଶମ କର୍ମଚାରୀ କଲେ ଉଦ୍ଧାର, ଦେଖନ୍ତୁ ଭିଡିଓ

December 18, 2025

ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ରାଜ୍ୟ କଂଗ୍ରେସର କର୍ମିମାନେ କାହିଁକି କଲେ ଘେରାଉ, ଜାଣନ୍ତୁ କାରଣ

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.