Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଙ୍ଗାସଫେଇ ଓ ଜାତୀୟ ରାଜପଥ ନିର୍ମାଣକୁ ନେଇ ମୋଦିଙ୍କ ପ୍ରଶଂସା କଲେ ଚିଦାମ୍ବରମ୍‌
ଆଜିର ଖବର

ଗଙ୍ଗାସଫେଇ ଓ ଜାତୀୟ ରାଜପଥ ନିର୍ମାଣକୁ ନେଇ ମୋଦିଙ୍କ ପ୍ରଶଂସା କଲେ ଚିଦାମ୍ବରମ୍‌

March 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଙ୍ଗା ସଫେଇ, ଜାତୀୟ ରାଜପଥ ନିର୍ମାଣ ଏବଂ ଆଧାର କାର୍ଡ ଆଦି ପ୍ରସଙ୍ଗରେ ପ୍ରଶଂସା କରିଛନ୍ତି ।  ଚିଦାମ୍ବରମ କହିଛନ୍ତି ଯେ, ମୋଦୀଙ୍କ ପ୍ରୟାସରେ ଗଙ୍ଗାନଦୀର ସଫେଇ ହୋଇପାରିଛି । ଯାହାକୁ ନେଇ ଗର୍ବ ଅନୁଭବ ହେଉଛି । ପ୍ରତ୍ୟେକ ସରକାର ଏପରି କିଛି ନିଷ୍ପତ୍ତି ନେଇଥାନ୍ତି ଯାହା ଲାଭକାରୀ ହୋଇଥାଏ । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ରାଜପଥ ନିର୍ମାଣ କାର୍ଯ୍ୟକ୍ରମ ଉଲ୍ଲେଖନୀୟ । ଏନଡିଏ ସରକାର କଂଗ୍ରେସ ସରକାରଠାରୁ ପ୍ରତିଦିନ ଅଧିକ ରାସ୍ତା ନିର୍ମାଣ କରୁଛନ୍ତି । ଆଗାମୀ ସରକାର ମଧ୍ୟ ଆହୁରି ଅଧିକ କାମ କରିବେ । ବର୍ତ୍ତମାନର ଏନଡିଏ ସରକାର ଆଧାରକୁ ନେଇ ପ୍ରଶଂସାଯୋଗ୍ୟ । ଗଙ୍ଗାସଫେଇକୁ ନେଇ ଏକ ଭିନ୍ନ ମନ୍ତ୍ରାଳୟ ଗଠନ କରିଛନ୍ତି କେନ୍ଦ୍ରସରକାର । ନିକଟରେ କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ୍‌କରୀ ୧୩ ମାସ ଭିତରେ ଗଙ୍ଗାନଦୀ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ହେବ ବୋଲି ବୟାନ ଦେଇଛନ୍ତି ।

 

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026

ଆସନ୍ତାକାଲିଠାରୁ ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଭୁବନେଶ୍ବରର ଏହି ରାସ୍ତା ହେବ ବନ୍ଦ

February 1, 2026
Latest News

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

February 1, 2026

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.