Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ମୃତ୍ୟୁ ସଂଖ୍ୟା 900 ଟପିଲା
ଆଜିର ଖବର

ଦେଶରେ ମୃତ୍ୟୁ ସଂଖ୍ୟା 900 ଟପିଲା

April 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ମୃତ୍ୟୁସଂଖ୍ୟା 934ରେ ପହଞ୍ଚିଛି । ସେହିପରି ଦେଶର ମୋଟ୍‌ ଆକ୍ରାନ୍ତଙ୍କ ସଂକ୍ରା 29 ହଜାର 435କୁ ବୃଦ୍ଧି ହୋଇଛି । ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି 6869ଜଣ, 21 ହଜାର 632ଜଣ ଚିକିତ୍ସାଧୀନ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 8590ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁବରଣ କରିନ୍ତି 369ଜଣ । ମହାରାଷ୍ଟ୍ର ପଛକୁ ରହିଛି ଗୁଜୁରାଟ । ଏଠାରେ 162 ଜଣ ମୃତ୍ୟୁବରଣ କରିଥିବାବେଳେ ଆକ୍ରାନ୍ତ ହୋଇଛନ୍ତି 3548 ଜଣ । ମଧ୍ୟପ୍ରଦେଶରେ 110, ଦିଲ୍ଲୀରେ 54 ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବସ୍ତର ଦଶହରା ଯାହା ୭୫ ଦିନ ଧରି ଚାଲିଥାଏ, ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025

ରୋଜଗାର ମେଳାର ସଫଳତା: ଦେଶରେ ଗତ ୬ ବର୍ଷ  ମଧ୍ୟରେ ସୃଷ୍ଟି ହୋଇଛି ପ୍ରାୟ ୧୭ କୋଟି ନିଯୁକ୍ତି

October 4, 2025

ବାଲୁଗାଁ ଚିଲିକା କୂଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

October 4, 2025

ଚଳିତ ବର୍ଷ କୁମାର ପୂର୍ଣ୍ଣିମା କେବେ? 6 ତାରିଖ ନା 7 ତାରିଖ, କଣ କହୁଛି ପଞ୍ଚାଙ୍ଗ

October 4, 2025
Latest News

ବସ୍ତର ଦଶହରା ଯାହା ୭୫ ଦିନ ଧରି ଚାଲିଥାଏ, ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025

ରୋଜଗାର ମେଳାର ସଫଳତା: ଦେଶରେ ଗତ ୬ ବର୍ଷ  ମଧ୍ୟରେ ସୃଷ୍ଟି ହୋଇଛି ପ୍ରାୟ ୧୭ କୋଟି ନିଯୁକ୍ତି

October 4, 2025

ବାଲୁଗାଁ ଚିଲିକା କୂଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

October 4, 2025

ଚଳିତ ବର୍ଷ କୁମାର ପୂର୍ଣ୍ଣିମା କେବେ? 6 ତାରିଖ ନା 7 ତାରିଖ, କଣ କହୁଛି ପଞ୍ଚାଙ୍ଗ

October 4, 2025

ଶ୍ୟାମଜୀ କୃଷ୍ଣବର୍ମାଙ୍କ ଲିଗାସୀରୁ ପ୍ରେରଣା ନେବାକୁ ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

October 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.