Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହ୍ୟାଣ୍ଡପମ୍ପ୍‌ ଓ ରୋଷେୟାଙ୍କ ପାଇଁ 60ଜଣ ହେଲେ ସଂକ୍ରମିତ
ଆଜିର ଖବର

ହ୍ୟାଣ୍ଡପମ୍ପ୍‌ ଓ ରୋଷେୟାଙ୍କ ପାଇଁ 60ଜଣ ହେଲେ ସଂକ୍ରମିତ

April 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଛି । ଏଠାରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ମହାରାଷ୍ଟ୍ରର ୟବତମାଲରେ ପ୍ରତ୍ୟେକ ଦିନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଏଠାରେ ପାଓ୍ବାରାପୁରା ଅଞ୍ଚଳରେ ହ୍ୟାଣ୍ଡପମ୍ପ୍‌ ଓ ଜଣେ ରୋଷଇ କରୁଥିବା ମହିଳାଙ୍କ କାରଣରୁ ସେଠାରେ ସଂକ୍ରମଣ ବ୍ୟାପକ ଭାବରେ ବଢିଛି । ଏହି ଅଞ୍ଚଳରେ ପ୍ରାୟ 60 ଲୋକ ହ୍ୟାଣ୍ଡପମ୍ପ୍‌ ଓ ମହିଳା ରୋଷୟାଙ୍କଠାରୁ ସଂକ୍ରମିତ ହୋଇଛନ୍ତି ।ୟବତମାଲ୍‌ ଜିଲ୍ଲାରେ ମୋଟ୍‌ 84 ଜଣ ସଂକ୍ରମିତ ରହିଛନ୍ତି। ଏହି ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସମେତ 305 ଜଣ ସନ୍ଦିଗ୍ଧଙ୍କୁ ଆଇସୋଲେସନ୍‌ ବୋର୍ଡରେ ରଖାଯାଇଛି। ଏଥିରେ ଅଧିକାଂଶ ପାଓ୍ବାରପୁରା ଓ ଇନ୍ଦିରା ନଗରର ଅଞ୍ଚଳର ବୋଲି ଜଣାପଡିଛି । ଏହି ଅଞ୍ଚଳଟି କରୋନା ହଟସ୍ପଟ୍‌ ଅଞ୍ଚଳ ରୂପେ ଚିହ୍ନଟ ହୋଇଛି । ଏହି ଅଞ୍ଚଳରୁ 60 କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ପ୍ରଶାସନ ଏହି ସମଗ୍ର ଅଞ୍ଚଳକୁ ସିଲ୍‌ କରିବା ସହିତ ପ୍ରତ୍ୟେକ ଘର ଉପରେ ନଜର ରଖିଛି ।

ୟବତ୍‌ମାଲରେ ଦୁବାଇରୁ ଫେରିଥିବା 9ରୁ ତିନିଜଣଙ୍କ ମଧ୍ୟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।  ତା’ପରେ ତବଲିଗି ଜମାତରୁ ଫେରିଥିବା 7ଜଣଙ୍କ ଯୋଗୁଁ ଏହି ଅଞ୍ଚଳରେ କରୋନା ବ୍ୟାପକ ସଂକ୍ରମିତ ହୋଇଥିଲା । ଏହି ଅଞ୍ଚଳର ମେମନ କଲୋନୀ, କୋହିନୂର କଲୋନି, ଶାଦାବ୍‌ ବାଗ୍‌, ଇନ୍ଦିରା ନଗର, ଜଫର୍‌ ନଗର, ଭୋସା ପରିସର ଆଦି ଅଞ୍ଚଳରେ ସଟ୍‌ଡାଉନ୍‌ କରାଯାଇଥିଲା ।

 

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.