Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଜରୁ୍‌ ସାହିବାରୁ ଫେରିଥିବା 148 ଜଣ ତୀର୍ଥଯାତ୍ରୀଙ୍କଠାରେ କରୋନା ପଜିଟିଭ୍‌
ଆଜିର ଖବର

ହଜରୁ୍‌ ସାହିବାରୁ ଫେରିଥିବା 148 ଜଣ ତୀର୍ଥଯାତ୍ରୀଙ୍କଠାରେ କରୋନା ପଜିଟିଭ୍‌

May 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଞ୍ଜାବ : ପଞ୍ଜାବରେ ଏନ୍ଆରଆଇ ଓ ତବଲିଗ୍‌ ଜମାତ ପରେ  ଶିଖ୍‌ ତୀର୍ଥଯାତ୍ରୀମାନେ କରୋନା ଭାଇରସ ଶିକାର ହେଉଛନ୍ତି । ରାଜ୍ୟରେ ଗୁରୁବାର ଆସିଥିବା ସୂଚନା ଅନୁସାରେ 167ଟି ମାମଲା ଆସିଥିବାବେଳେ ଏଥିରୁ 148ଜଣ ଶିଖ୍‌ ତୀର୍ଥଯାତ୍ରୀ ରହିଛନ୍ତି । ଯେଉଁମାନେ ମହାରାଷ୍ଟ୍ରର ନାନ୍ଦୋଡ୍‌ରୁ ଫେରିଥିଲେ । ମିଳିଥିବା ସୂଚନା ଅନୁସାରେ ଏହି ତୀର୍ଥଯାତ୍ରୀମାନେ ଅପ୍ରେଲ 26 ତାରିଖ ପୂର୍ବରୁ ପଞ୍ଜାବ ଫେରିଥିଲେ । ତୀର୍ଥଯାତ୍ରୀମାନେ ନିଜ ବାହନରେ ପଞ୍ଜାବ ଫେରିଥିଲେ । ଏହି ସଂକ୍ରମିତ ତୀର୍ଥଯାତ୍ରୀଙ୍କ ମଧ୍ୟରେ 76ଜଣ ଅମୃତସରରୁ ରହିଥିବାବେଳେ 38 ଜଣ ଲୁଧିଆନା ଓ 10 ଜଣ ମହୋଲୀର ରହିଛନ୍ତି ।  ଗତ ତିନି ଦିନରେ ମୋଟ୍‌ 3500 ଜଣ ତୀର୍ଥଯାତ୍ରୀ ନାନ୍ଦେଡରୁ ପଞ୍ଜାବକୁ ଫେରିଛନ୍ତି । ନାନ୍ଦେଡରେ ରହିଥିବା ହଜୁର୍‌ ସାହିବ ଗୁରୁଦ୍ବାରରେ ପ୍ରାୟ 3700 ଜଣ ତୀର୍ଥଯାତ୍ରୀ ଫସି ରହିଥିଲେ ବୋଲି ସୂଚନା ରହିଥିଲା । ରାଜ୍ୟସରକାର ଏହି ତୀର୍ଥଯାତ୍ରୀଙ୍କ ଫେରାଇ ଆଣିବା ପାଇଁ 80ଟି ବସ୍‌ ପଠାଯାଇଥିଲା । 200ରୁ ଅଧିକ ସଂଖ୍ୟକ ନିଜ ନିଜ ଗାଡିରେ ପଞ୍ଜାବ ଫେରିଥିବାର ମଧ୍ୟ ସୂଚନା ରହିଛି । ସ୍ବାସ୍ଥ୍ୟ ବିଭାଗ ଏବେ ସେମାନଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖିବାକୁ ବ୍ୟବସ୍ଥା କରୁଛି ।

ଅପରପକ୍ଷରେ ନାନ୍ଦେଡ ଜିଲ୍ଲାପାଳ କରିଛନ୍ତି ଯେ, ସମସ୍ତ ତୀର୍ଥଯାତ୍ରୀ ଗତ ଏକ ମାସ ଧରି ଗୁରୁଦ୍ବାରରେ ରହିଥିଲେ । ନିୟମିତ ରୂପେ ସେମାନଙ୍କର ଯାଞ୍ଚ ହେଉଥିଲା । କିନ୍ତୁ କାହା ପାଖରୁ କୌଣସି ଲକ୍ଷଣ ମିଳିନଥିଲା।  ସମସ୍ତ ତୀର୍ଥଯାତ୍ରୀଙ୍କୁ ପଞ୍ଜାବ ସରକାରଙ୍କ ବସ୍‌ ଦ୍ବାରା ପଠାଯାଇଥିଲା । ମହାରାଷ୍ଟ୍ରସ ରକାର ମଧ୍ୟ 4ଟି ବସ୍‌ ଯୋଗେ ତୀର୍ଥଯାତ୍ରୀଙ୍କୁ ପଠାଇଥିଲେ । ପଞ୍ଜାବରୁ ଫେରିଥିବା ମହାରାଷ୍ଟ୍ରର ଚାରି ଡ୍ରାଇଭରଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ତେବେ ଗୁରୁଦ୍ବାରକୁ ସିଲ୍‌କରି ଦିଆଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ପାନ ଦୋକାନ ଉପରେ ଚଢାଉ: ଗଞ୍ଜେଇ ଜବତ, ଦୋକାନୀ ଗିରଫ

September 5, 2025

ମହାସମାବେଶରେ ନିଜର ହକ୍ ମାଗିଲେ ଗୁରୁ

September 5, 2025

NIRF Ranking-2025: ଇଞ୍ଜିନିୟରିଂ ବର୍ଗରେ ୩୯ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର  

September 5, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ଓଡ଼ିଶାର ଦୁଇ ଶିକ୍ଷକ

September 5, 2025
Latest News

ବାଣପୁରରେ ପାନ ଦୋକାନ ଉପରେ ଚଢାଉ: ଗଞ୍ଜେଇ ଜବତ, ଦୋକାନୀ ଗିରଫ

September 5, 2025

ମହାସମାବେଶରେ ନିଜର ହକ୍ ମାଗିଲେ ଗୁରୁ

September 5, 2025

NIRF Ranking-2025: ଇଞ୍ଜିନିୟରିଂ ବର୍ଗରେ ୩୯ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର  

September 5, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ଓଡ଼ିଶାର ଦୁଇ ଶିକ୍ଷକ

September 5, 2025

‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କଲେ ରାଷ୍ଟ୍ରପତି

September 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.