Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୋକାନରେ ଭିଡ ନ କରି ଘରେ ବସି ପାଇପାରିବେ ମଦ : ଆରମ୍ଭ ହେବ ମଦର ହୋମ୍‌ ଡେଲିଭରୀ
ଆଜିର ଖବର

ଦୋକାନରେ ଭିଡ ନ କରି ଘରେ ବସି ପାଇପାରିବେ ମଦ : ଆରମ୍ଭ ହେବ ମଦର ହୋମ୍‌ ଡେଲିଭରୀ

May 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଞ୍ଜାବ : ପଞ୍ଜାବ ସରକାର ଏବେ ମଦର ହୋମ୍‌ ଡେଲିଭରୀକୁ ଅନୁମତି ଦେଇଛନ୍ତି । ଗୁରବାର ଅର୍ଥାତ୍‌ ମେ 7 ତାରିଖରୁ ଆପଣ ଘରେ ବସି ମନପସନ୍ଦ ବ୍ରାଣ୍ଡର ଅର୍ଡର କରିପାରିବେ । ପଞ୍ଜାବ ସରକାର ମଦ ଦୋକାନ ଆଗରେ ଗହଳି ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ।

ତେବେ ଘରେ ବସି ମଦ ପାଇବା ପାଇଁ ପଞ୍ଜାବ ସରକାର କିଛି ନିୟମ ପ୍ରସ୍ତୁତ କରିଛନ୍ତି । ପଞ୍ଜାବରେ ମଦ ଦୋକାନ ଏବେ ମେ 7 ତାରିଖରୁ ସକାଳ 9ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲିବ । ଏହି ସମୟରେ ଯେକୌଣସି ବ୍ୟକ୍ତି ମଦ ପାଇଁ ଅର୍ଡର କରିପାରିବେ । ଦିନ ଗୋଟାଏରୁ ସନ୍ଧ୍ୟା 6ଟା ଭିତରେ ମଦର ହୋମ୍‌ ଡେଲିଭରୀ କରାଯିବ ।

ପଞ୍ଜାବ ସରକାର କେବଳ ମଦ ନୁହେଁ ଖାଦ୍ୟ ସାମଗ୍ରୀର ମଧ୍ୟ ହୋମ୍‌ ଡେଲିଭରୀ ପାଇଁ ଅନୁମତି ଦେଇଛନ୍ତି । ଦିନ ଗୋଟାଏରୁ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଏହି ସବୁ ସାମଗ୍ରୀ ହୋମ ଡେଲଭରୀ ହୋଇପାରିବ ।

ମଦ ଦୋକାନ ଖୋଲିବା ନେଇ ଅନୁମତି ମିଳିବା ପରେ ଏବେ ବିଭିନ୍ନ ରାଜ୍ୟରେ ମଦ ଦୋକାନ ଆଗରେ ପ୍ରବଳ ଗହଳି ହେଉଥିବାବେଳେ ସାମାଜିକ ଦୂରତ୍ବ ଭଙ୍ଗ ହେଉଛି ।  ପଞ୍ଜାବର ମୁଖ୍ୟମନ୍ତ୍ରୀ ଏସବୁ ଦେଖି ମଦର ହୋମ୍‌ ଡେଲିଭରୀ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ  ମଦ ଦୋକାନ ଖୋଲିବା ନେଇ ପ୍ରଥମେ କେନ୍ଦ୍ରକୁ ଅନୁମତି ପ୍ରସ୍ତାବ ପଠାଇଥିଲେ ।  ପଞ୍ଜାବରେ ମଦ ଦୋକାନ ବନ୍ଦ ହେବା କାରଣରୁ ସରକାରଙ୍କୁ ପ୍ରତ୍ୟେକ ମାସ 500 କୋଟିର କ୍ଷତି ହେଉଥିବାର ଜଣାଯାଇଛି । (ଏଜେନ୍ସି)

Punjab government
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Latest News

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.