Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୋକାନରେ ଭିଡ ନ କରି ଘରେ ବସି ପାଇପାରିବେ ମଦ : ଆରମ୍ଭ ହେବ ମଦର ହୋମ୍‌ ଡେଲିଭରୀ
ଆଜିର ଖବର

ଦୋକାନରେ ଭିଡ ନ କରି ଘରେ ବସି ପାଇପାରିବେ ମଦ : ଆରମ୍ଭ ହେବ ମଦର ହୋମ୍‌ ଡେଲିଭରୀ

May 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଞ୍ଜାବ : ପଞ୍ଜାବ ସରକାର ଏବେ ମଦର ହୋମ୍‌ ଡେଲିଭରୀକୁ ଅନୁମତି ଦେଇଛନ୍ତି । ଗୁରବାର ଅର୍ଥାତ୍‌ ମେ 7 ତାରିଖରୁ ଆପଣ ଘରେ ବସି ମନପସନ୍ଦ ବ୍ରାଣ୍ଡର ଅର୍ଡର କରିପାରିବେ । ପଞ୍ଜାବ ସରକାର ମଦ ଦୋକାନ ଆଗରେ ଗହଳି ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ।

ତେବେ ଘରେ ବସି ମଦ ପାଇବା ପାଇଁ ପଞ୍ଜାବ ସରକାର କିଛି ନିୟମ ପ୍ରସ୍ତୁତ କରିଛନ୍ତି । ପଞ୍ଜାବରେ ମଦ ଦୋକାନ ଏବେ ମେ 7 ତାରିଖରୁ ସକାଳ 9ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲିବ । ଏହି ସମୟରେ ଯେକୌଣସି ବ୍ୟକ୍ତି ମଦ ପାଇଁ ଅର୍ଡର କରିପାରିବେ । ଦିନ ଗୋଟାଏରୁ ସନ୍ଧ୍ୟା 6ଟା ଭିତରେ ମଦର ହୋମ୍‌ ଡେଲିଭରୀ କରାଯିବ ।

ପଞ୍ଜାବ ସରକାର କେବଳ ମଦ ନୁହେଁ ଖାଦ୍ୟ ସାମଗ୍ରୀର ମଧ୍ୟ ହୋମ୍‌ ଡେଲିଭରୀ ପାଇଁ ଅନୁମତି ଦେଇଛନ୍ତି । ଦିନ ଗୋଟାଏରୁ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଏହି ସବୁ ସାମଗ୍ରୀ ହୋମ ଡେଲଭରୀ ହୋଇପାରିବ ।

ମଦ ଦୋକାନ ଖୋଲିବା ନେଇ ଅନୁମତି ମିଳିବା ପରେ ଏବେ ବିଭିନ୍ନ ରାଜ୍ୟରେ ମଦ ଦୋକାନ ଆଗରେ ପ୍ରବଳ ଗହଳି ହେଉଥିବାବେଳେ ସାମାଜିକ ଦୂରତ୍ବ ଭଙ୍ଗ ହେଉଛି ।  ପଞ୍ଜାବର ମୁଖ୍ୟମନ୍ତ୍ରୀ ଏସବୁ ଦେଖି ମଦର ହୋମ୍‌ ଡେଲିଭରୀ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ  ମଦ ଦୋକାନ ଖୋଲିବା ନେଇ ପ୍ରଥମେ କେନ୍ଦ୍ରକୁ ଅନୁମତି ପ୍ରସ୍ତାବ ପଠାଇଥିଲେ ।  ପଞ୍ଜାବରେ ମଦ ଦୋକାନ ବନ୍ଦ ହେବା କାରଣରୁ ସରକାରଙ୍କୁ ପ୍ରତ୍ୟେକ ମାସ 500 କୋଟିର କ୍ଷତି ହେଉଥିବାର ଜଣାଯାଇଛି । (ଏଜେନ୍ସି)

BJP Ads
Punjab government
Share. Facebook Twitter LinkedIn Email WhatsApp Copy Link

Related Posts

“ଯେତେ ମାଛ ଧରିଛନ୍ତି, ତା’ଠାରୁ ଆମେ କମ୍ ଭୋଟ ପାଇବେ”: ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ବିଜେପି ସାଂସଦ

November 3, 2025

ବ୍ରହ୍ମପୁର ସହରରେ ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର 

November 3, 2025

ପୁଣି ବାଣ ଫୁଟାଇଲେ ଶ୍ରୀମୟୀ ମିଶ୍ର, ଶକ୍ତି ନାନୀ ବୋଲି କହି କାହାକୁ କଲେ ଇସାରା ?

November 3, 2025

ଭାରତୀୟ ମହିଳା ଦଳ ପାଇଁ ଦେଶ ଗର୍ବିତ: ବିଶ୍ଵକପ ଜିତିବା ପରେ ପାକିସ୍ତାନର ମଧ୍ୟ ଆସିଲା ପ୍ରତିକ୍ରିୟା

November 3, 2025
BJP Ads
Latest News

“ଯେତେ ମାଛ ଧରିଛନ୍ତି, ତା’ଠାରୁ ଆମେ କମ୍ ଭୋଟ ପାଇବେ”: ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ବିଜେପି ସାଂସଦ

November 3, 2025

ବ୍ରହ୍ମପୁର ସହରରେ ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର 

November 3, 2025

ପୁଣି ବାଣ ଫୁଟାଇଲେ ଶ୍ରୀମୟୀ ମିଶ୍ର, ଶକ୍ତି ନାନୀ ବୋଲି କହି କାହାକୁ କଲେ ଇସାରା ?

November 3, 2025

ଭାରତୀୟ ମହିଳା ଦଳ ପାଇଁ ଦେଶ ଗର୍ବିତ: ବିଶ୍ଵକପ ଜିତିବା ପରେ ପାକିସ୍ତାନର ମଧ୍ୟ ଆସିଲା ପ୍ରତିକ୍ରିୟା

November 3, 2025

ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍- ଟ୍ରକ୍ ଧକ୍କାରେ ୨୦ ମୃତ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.