Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ପ୍ରବାସୀଙ୍କ ବସ୍‌ ଦୁର୍ଘଟଣା ଗ୍ରସ୍ତ : 10 ଆହତ
ଆଜିର ଖବର

ପୁଣି ପ୍ରବାସୀଙ୍କ ବସ୍‌ ଦୁର୍ଘଟଣା ଗ୍ରସ୍ତ : 10 ଆହତ

May 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ : ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବାଏକ ବସ୍‌ ଦୁଘର୍ଟଣାଗ୍ରସ୍ତ ହୋଇଛି । ଏଥିରେ 10ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । କଟକ ଜିଲ୍ଲା ଟାଙ୍ଗୀ ପାଖରେ ପ୍ରବାସୀଙ୍କ ବସ୍‌ ଦୁର୍ଘଟଣାଗସ୍ତ ହୋଇଛି । ତାମିଲନାଡୁରୁ ଭଦ୍ରକ ଯାଉଥିବା ବସ୍‌ ଟି 16 ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକକୁ ବସ୍‌ ଧକ୍କା ଦେଇଥିଲା । ବସ୍‌ର ଆଗ ସିଟ୍‌ରେ ବସିଥିବା 10 ଜଣ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ 108 ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ୍‌ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

ପ୍ରବାସୀ ବସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଗସ୍ତ ଅଧାରୁ ଦିଲ୍ଲୀ ଫେରି ଗଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର

December 29, 2025

ଖଣ୍ଡଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ବୁଲି ଦେଖିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର

December 29, 2025

ଓଡିଶାରେ ସ୍ବତନ୍ତ୍ର ଭୋଟର ସଂଶୋଧନ ପାଇଁ ଆଜି ବିଏଲଓଙ୍କ ବୈଠକ ନେବେ ମୁଖ୍ୟ ନିର୍ବାଚନ କମିଶନର

December 29, 2025

ପାର୍ବତୀ-ଅର୍ଗ ପକ୍ଷୀ ଅଭୟାରଣ୍ୟକୁ ଏକ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା

December 29, 2025
Latest News

ଗସ୍ତ ଅଧାରୁ ଦିଲ୍ଲୀ ଫେରି ଗଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର

December 29, 2025

ଧୀରୁଭାଇ ଅମ୍ବାନୀଙ୍କ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ଫଳାଫଳ ଘୋଷଣା

December 29, 2025

ଖଣ୍ଡଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ବୁଲି ଦେଖିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର

December 29, 2025

ଓଡିଶାରେ ସ୍ବତନ୍ତ୍ର ଭୋଟର ସଂଶୋଧନ ପାଇଁ ଆଜି ବିଏଲଓଙ୍କ ବୈଠକ ନେବେ ମୁଖ୍ୟ ନିର୍ବାଚନ କମିଶନର

December 29, 2025

ପାର୍ବତୀ-ଅର୍ଗ ପକ୍ଷୀ ଅଭୟାରଣ୍ୟକୁ ଏକ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା

December 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.