Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋନପୁର ଛୁଇଁଲା କରୋନା, ନୂତନ 79 ଆକ୍ରାନ୍ତଙ୍କ ମଧ୍ୟରେ କେଉଁ ଜିଲ୍ଲାରୁ ରହିଛନ୍ତି କେତେ
ଆଜିର ଖବର

ସୋନପୁର ଛୁଇଁଲା କରୋନା, ନୂତନ 79 ଆକ୍ରାନ୍ତଙ୍କ ମଧ୍ୟରେ କେଉଁ ଜିଲ୍ଲାରୁ ରହିଛନ୍ତି କେତେ

May 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି 79 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ 16, ବଲାଙ୍ଗିରରୁ 14, କେନ୍ଦୁଝରରୁ 8, କନ୍ଧମାଳରୁ 7, କେନ୍ଦ୍ରାପଡାରୁ 6, ଗଞ୍ଜାମରୁ 5, ନୟାଗଡ ଓ ଢେଙ୍କାନାଳରୁ ତିନି ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବାଲେଶ୍ବର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।  ସେହିପରି ଯାଜପୁରରୁ 2, ଅନୁଗୁଳ, ଝାରସୁଗୁଡା ଓ ସୋନପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1517ରେ ପହଞ୍ଚିଛି । ତେବେ ଆଜି ପ୍ରଥମଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି କରୋନା। ଆଜି ସୋନପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟର କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା 29କୁ ବୃଦ୍ଧି ହୋଇଛି। କେବଳ ରାୟଗଡା ଜିଲ୍ଲାକୁ ଛାଡି ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ
ଗଞ୍ଜାମ 358 248 107 3
ଯାଜପୁର 242 103 139 0
ବାଲେଶ୍ବର 137 91 46 0
ଭଦ୍ରକ 106 40 66 0
ଖୋର୍ଦ୍ଧା 86 51 32 3
ପୁରୀ 85 14 71 0
କଟକ 75 3 71 1
କେନ୍ଦ୍ରାପଡା 61 22 39 0
ନୟାଗଡ 48 4 44 0
ଜଗତସିଂହପୁର 41 5 36 0
ବଲାଙ୍ଗିର 38 2 36 0
ସୁନ୍ଦରଗଡ 37 26 11 0
ବୌଦ୍ଧ 33 4 29 0
ଅନୁଗୁଳ 25 15 10 0
ଦେବଗଡ 24 2 22 0
କେଉଁଝର 20 4 16 0
ମାଲ୍‌କାନଗିରି 19 0 19 0
କଳାହାଣ୍ଡି 15 2 13 0
ମୟୂରଭଞ୍ଜ 15 9 6 0
କନ୍ଧମାଳ 13 0 13 0
ଗଜପତି 10 0 10 0
ଢେଙ୍କାନାଳ 7 1 6 0
କୋରାପୁଟ 7 1 6 0
ଝାରସୁଗୁଡା 6 2 4 0
ସମ୍ବଲପୁର 5 0 5 0
ବରଗଡ 1 0 1 0
ନବରଙ୍ଗପୁର 1 0 1 0
ନୂଆପଡା 1 0 1 0
ସୋନପୁର 1 0 1 0
ମୋଟ୍‌ 1517 649 861 7
୧୭ ଡିସେମ୍ବର ଖବର
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ମହାକାଶ ଦିବସ ୨୦୨୫ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 23, 2025

ରାଜ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

August 23, 2025

ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ଭାରତର କାର୍ଯ୍ୟାନୁଷ୍ଠାନ, ଆମେରିକା ପାଇଁ ବନ୍ଦ କଲା ଡାକ ସେବା

August 23, 2025

ମେଦବହୁଳତା ହ୍ରାସ ସମ୍ପର୍କରେ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଭିଏଲସିସି ଲିମିଟେଡକୁ ୩ ଲକ୍ଷ ଜୋରିମାନା

August 23, 2025
Latest News

ଜାତୀୟ ମହାକାଶ ଦିବସ ୨୦୨୫ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 23, 2025

ରାଜ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

August 23, 2025

ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ଭାରତର କାର୍ଯ୍ୟାନୁଷ୍ଠାନ, ଆମେରିକା ପାଇଁ ବନ୍ଦ କଲା ଡାକ ସେବା

August 23, 2025

ମେଦବହୁଳତା ହ୍ରାସ ସମ୍ପର୍କରେ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଭିଏଲସିସି ଲିମିଟେଡକୁ ୩ ଲକ୍ଷ ଜୋରିମାନା

August 23, 2025

କାର୍ଯ୍ୟ ବ୍ୟସ୍ତତାରେ ବୁଡ଼ି ଯାଆନ୍ତୁ ନାହିଁ, ହୋଇପାରେ ଏହି ଗୁରୁତର ରୋଗ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.