ଜଳେଶ୍ବର : ଜଳେଶ୍ବରର ଦୁଇ ପୃଥକ ସ୍ଥାନରେ ବଜ୍ରପାତ ଘଟି ଦୁଇଜଣଙ୍କ ଜୀବନ ଯାଇଛି । ଭୋଗରାଇ ବ୍ଲକ ବଡପାଡି ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବବେଳେ ବାଲିଆପାଳ କେଳୁଆଡିଆ ଗ୍ରାମରେ ବଜ୍ରପାତରେ ପଶ୍ଚିମବଙ୍ଗ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।
ନୂଆପଡାରେ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀOctober 6, 2025
କାଶ ସିରପର ଗୁଣବତ୍ତା ଏବଂ ଯୁକ୍ତିସଂଗତ ବ୍ୟବହାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକOctober 6, 2025