Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ 63 ଆକ୍ରାନ୍ତ ଚିହ୍ନଟ ପରେ କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି
ଆଜିର ଖବର

ନୂତନ 63 ଆକ୍ରାନ୍ତ ଚିହ୍ନଟ ପରେ କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି

May 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜ୍ୟରେ ନୂତନ 63 ଜଣ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1723ରେ ପହଞ୍ଚିଛି । ତେବେ ଆଜି  ଚିହ୍ନଟ ହୋଇଥିବା 63 ଜଣ ଆକ୍ରାନ୍ତ ଓଡ଼ିଶାର 15ଟି ଜିଲ୍ଲାରୁ ରହିଛନ୍ତି ବୋଲି ସୂଚନା ରହିଛି । ଏହି ନୂତନ 63 ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 12, ଜଗତସିଂହପୁରରୁ 11 ଜଣ ରହିଛନ୍ତି ।  ଗଞ୍ଜାମରୁ 4, ବାଲେଶ୍ବର ଓ କଟକରୁ ତିନି ଲେଖାଏଁ ଚିହ୍ନଟ ହୋଇଥିବବେଳେ ଢେଙ୍କାନାଳରୁ 9, ନୟାଗଡରୁ 7, ବଲାଙ୍ଗିରରୁ 6, ସୁନ୍ଦରଗଡରୁ 2 ଜଣ ରହିଥିବାବେଳେ ପୁରୀ, ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ
ଗଞ୍ଜାମ 398 302 93 3
ଯାଜପୁର 253 151 102 0
ବାଲେଶ୍ବର 142 119 22 0
ଖୋର୍ଦ୍ଧା 122 58 60 3
ଭଦ୍ରକ 106 74 32 0
କଟକ 89 23 65 1
ପୁରୀ 86 33 53 0
ନୟାଗଡ 64 9 55 0
ବଲାଙ୍ଗିର 62 6 56 0
କେନ୍ଦ୍ରାପଡା 61 30 31 0
ଜଗତସିଂହପୁର 60 5 55 0
ସୁନ୍ଦରଗଡ 41 27 14 0
ବୌଦ୍ଧ 33 5 28 0
ଅନୁଗୁଳ 25 15 10 0
ଦେବଗଡ 24 2 22 0
କେଉଁଝର 21 8 13 0
ମାଲକାନଗିରି 19 0 19 0
ମୟୂରଭଞ୍ଜ 17 11 6 0
ଢେଙ୍କାନାଳ 16 1 15 0
କଳାହାଣ୍ଡି 15 2 13 0
ନୂଆପଡା 14 0 14 0
କନ୍ଧମାଳ 13 2 11 0
ଗଜପତି 10 0 10 0
କୋରାପୁଟ 8 1 7 0
ସମ୍ବଲପୁର 8 1 7 0
ଝାରସୁଗୁଡା 7 2 5 0
ସୋନପୁର 5 0 5 0
ବରଗଡ 2 0 2 0
ନବରଙ୍ଗପୁର 2 0 2 0
ମୋଟ୍‌ 1723 887 827 7

 

ଓଡ଼ିଶା ଅପଡେଟ୍‌ କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

କୋର୍ଟ ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଓକିଲ

October 6, 2025

ଭୁବନେଶ୍ବର କଳ୍ପନା ଟକିଜ୍ ମାଲିକ ତଥା ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

October 6, 2025

ସୋଆ ଆଇବିସିଏସ୍ ଏବଂ ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ

October 6, 2025

ସମ୍ ହସ୍ପିଟାଲ୍‌-୨ରେ ରାଡିଏଲ୍ ଇବିୟୁଏସ୍‌-ଗାଇଡେଡ୍ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସା: ଓଡ଼ିଶାରେ ପ୍ରଥମ

October 6, 2025
Latest News

କୋର୍ଟ ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଓକିଲ

October 6, 2025

ଭୁବନେଶ୍ବର କଳ୍ପନା ଟକିଜ୍ ମାଲିକ ତଥା ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

October 6, 2025

ସୋଆ ଆଇବିସିଏସ୍ ଏବଂ ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ

October 6, 2025

ବିହାର ନିର୍ବାଚନ ପୂର୍ବରୁ ଆଶ୍ଚର୍ଯ୍ୟଜନକ ସର୍ଭେ: ପୁଣି ମହାଗଠବନ୍ଧନକୁ ଝଟକା ଦେଇପାରେ NDA

October 6, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.