Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଲିଉଡ୍‌ର ଏକ ଚଳଚିତ୍ରକୁ ରିମେକ କରିବେ ଆମୀର୍‌ ଖାନ୍। ହଲିଉଡ ଚଳଚିତ୍ର ‘ଫରେଷ୍ଟ ଗମ୍ଫ’କୁ କରିବେ ରିମେକ।
ଆଜିର ଖବର

ହଲିଉଡ୍‌ର ଏକ ଚଳଚିତ୍ରକୁ ରିମେକ କରିବେ ଆମୀର୍‌ ଖାନ୍। ହଲିଉଡ ଚଳଚିତ୍ର ‘ଫରେଷ୍ଟ ଗମ୍ଫ’କୁ କରିବେ ରିମେକ।

March 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
aamir khan in hollywood remake
aamir khan in hollywood remake

ବଲିଉଡ୍‌ ମିଷ୍ଟର ପରଫେକ୍ଟନିଷ୍ଟ ଆମୀର୍‌ ଖାନ୍‌ ଏବେ ସୁପରହିଟ୍‌ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ୍‌’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ । ୨୦୧୮ରେ ଫିଲ୍ମ ‘ ଦ ଠଗସ୍‌ ଅଫ୍‌ ହିନ୍ଦୁସ୍ତାନ’ ପରଦାକୁ ଆସିଥିଲା । ବିଗ୍‌ ବଜେଟ୍‌ର ଏହି ଫିଲ୍ମର ବହୁ ନାମୀଦାମୀ କଳାକାର ଥିବା ସତ୍ତ୍ବେ ଫିଲ୍ମଟି ବକ୍ସ ଅଫିସ୍‌ରେ ମାତ ଖାଇଯାଇଥିଲା । ଏହି ଫିଲ୍ମରେ ବିଗ୍‌ବି ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ୍‌, ଫତିମା ସାନା ଶେଖ୍‌ ପ୍ରମୁଖ ଅଭିନୟ କରିଥିଲେ । ଏହି ଫିଲ୍ମଟି ଫ୍ଲପ୍‌ ହେବା ପରେ ଆମୀର୍‌ ଏବେ ନିଜ ଫିଲ୍ମ କ୍ୟାରିଅର୍‌କୁ ନେଇ ବେଶ୍‌ ଯତ୍ନବାନ ହୋଇପଡିଛନ୍ତି । ତେବେ ‘ମହାଭାରତ’ ଭଳି ଏକ ବିଗ୍‌ ବଜେଟ୍‌ର ଫିଲ୍ମ ପ୍ରସ୍ତୁତି କରିବା ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଆମୀର୍‌ ଖାନ୍‌ ତାଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘ମହାଭାରତ’କୁ କିଛି ସମୟ ପାଇଁ ବନ୍ଦରଖିଛନ୍ତି । ଏହା ପୂର୍ବରୁ ସେ ଏକ ହଲିଉଡ୍‌ ଫିଲ୍ମର ହିନ୍ଦୀ ରିମେକ୍‌ରେ ନଜର ଆସିବେ ବୋଲି ଜଣାପଡିଛି । ଆମୀର୍‌ ୧୯୯୪ ମସିହାର ସୁପରହିଟ୍‌ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ୍‌’ର ହିନ୍ଦୀ ରିମେକ୍‌ କରିବେ ବୋଲି ଜଣାପଡିଛି । ‘ଫରେଷ୍ଟ ଗମ୍ପ୍‌’ ୧୯୮୬ ମସିହାର ଉଇନ୍‌ଷ୍ଟନ୍‌ ଗ୍ରୁମ୍‌ଙ୍କ ଲୋକପ୍ରିୟ ଉପନ୍ୟାସ ‘ଫରେଷ୍ଟ ଗମ୍ପ୍‌’କୁ ନେଇ ଏହା ପ୍ରସ୍ତୁତ କରାଯାଇଥିଲା ।

aamirkhan thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ୪ ହଜାର ୫୧୫ କୋଟିର ୧୮ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ

August 22, 2025

ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ

August 22, 2025

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶୁକ୍ରବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2025

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025
Latest News

ରାଜ୍ୟରେ ୪ ହଜାର ୫୧୫ କୋଟିର ୧୮ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ

August 22, 2025

ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ

August 22, 2025

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶୁକ୍ରବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2025

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.