Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପୁଳ ଦେଶୀମଦ ସହିତ ୯ ଗିରଫ
ଆଜିର ଖବର

ବିପୁଳ ଦେଶୀମଦ ସହିତ ୯ ଗିରଫ

June 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ ସହ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଲିଆ ଛକ, କେଏନ୍‌ପୁର, ଆଚୁଲି, ସିକୁଳା ଏବଂ ଖଲିକୋଟ ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ଅଂଚଳରେ ଚଢ଼ାଉ ହୋଇଥିଲା । ଚଢ଼ାଉରେ ୨୭୩.୬୦୦ ଲିଟର ପୋଚ, ୧୭.୮୨୦ ଲିଟର ବିଦେଶୀ ମଦ, ୧୦ ଲିଟର ଦେଶୀ ମଦ ସହ ୩ଟି ଗାଡ଼ି ଜବତ ହୋଇଛି । ଏହା ସହ ୯ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଚଢ଼ାଉରେ ପୁରୁଷୋତ୍ତମପୁର ଏବଂ ଛତ୍ରପୁର ଅବକାରୀ ଥାନା ଇନିସ୍‌ପେକକ୍ଟର, ପୁରୁଷୋତ୍ତମପୁର, ଛତ୍ରପୁର ଓଆଇସି ଏବଂ ପୁରୁଷୋତ୍ତମପୁର ତହସିଲ୍‌ଦାର ଉପସ୍ଥିତ ଥିବା ଜଣାପଡ଼ିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଗଣତନ୍ତ୍ର ଦିବସରେ ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ତାଜା ମୂଲ୍ୟ

January 26, 2026

ବାଣପୁର ପୋଲ ଭୁଷୁଡିବା ଘଟଣା ‘ସମୀକ୍ଷା’ ରେ ପ୍ରକାଶିତ ପରେ ପଦକ୍ଷେପ ଗ୍ରହଣ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 26, 2026

ବିରାଟ କୋହଲିଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର ଯାଦବ: ଅଧିନାୟକ ଭାବରେ ରଚିଲେ ଇତିହାସ

January 26, 2026

ବସ୍ ଚକା ତଳେ ପଡି ମହିଳାଙ୍କ ପ୍ରାଣହାନୀ

January 26, 2026
Latest News

ଗଣତନ୍ତ୍ର ଦିବସରେ ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ତାଜା ମୂଲ୍ୟ

January 26, 2026

ବାଣପୁର ପୋଲ ଭୁଷୁଡିବା ଘଟଣା ‘ସମୀକ୍ଷା’ ରେ ପ୍ରକାଶିତ ପରେ ପଦକ୍ଷେପ ଗ୍ରହଣ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 26, 2026

ବିରାଟ କୋହଲିଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର ଯାଦବ: ଅଧିନାୟକ ଭାବରେ ରଚିଲେ ଇତିହାସ

January 26, 2026

ଇରାନ-ଆମେରିକା ଉତ୍ତେଜନା ବୃଦ୍ଧି ମଧ୍ୟରେ ଏହି ସହରଗୁଡ଼ିକୁ ଉଡ଼ାଣ ବାତିଲ କଲା ଇଣ୍ଡିଗୋ 

January 26, 2026

ବସ୍ ଚକା ତଳେ ପଡି ମହିଳାଙ୍କ ପ୍ରାଣହାନୀ

January 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.