ଭାରତ ବନାମ ଅଷ୍ଟ୍ରେଲିଆ ଦିନିକିଆ, ଶିଖର ଧାୱନଙ୍କ ଷୋଡଶ ଶତକ

Published: Mar 10, 2019, 4:29 pm IST
sikhar dhawan scores century

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଶିଖର ଧାୱନ ୯୭ ବଲରେ ଶତକ ହାସଲ କରିଛନ୍ତି । ଏହା ତାଙ୍କର ଷୋଡଶ ଶତକ । ୨୫.୨ ଓଭରରେ ଶିଖର ଧାୱନ ଓ ରୋହିତ ଶର୍ମା ଭାରତକୁ ୧୫୦ରନରେ ପହଞ୍ଚାଇଥିଲେ । ଏହି ମ୍ୟାଚରେ ରୋହିତ ତାଙ୍କର ୪୦ତମ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ।

Related posts