Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଚିହ୍ନଟ 112 ଆକ୍ରାନ୍ତଙ୍କ ମଧ୍ୟରେ ଜାଣନ୍ତୁ କେଉଁ ଜିଲ୍ଲାରୁ ରହିଛନ୍ତି କେତେ
ଆଜିର ଖବର

ଆଜି ଚିହ୍ନଟ 112 ଆକ୍ରାନ୍ତଙ୍କ ମଧ୍ୟରେ ଜାଣନ୍ତୁ କେଉଁ ଜିଲ୍ଲାରୁ ରହିଛନ୍ତି କେତେ

June 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର :  ଆଜି ଚିହ୍ନଟ  112 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 21 ଜଣ ଏନଡିଆର୍‌ଏଫ୍‌/ ଓଡ୍ରାଫ୍‌/ ଅଗ୍ନିଶମ କର୍ମଚାରୀ  ରହିଛନ୍ତି । ସେହିପରି  ପୁରୀ ଜିଲ୍ଲାରୁ ସର୍ବାଧିକ 15 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 8 ଜଣ,  ଯାଜପୁରରୁ 7 ଜଣ, ଗଞ୍ଜାମ ଓ ଅନୁଗୁଳୁରୁ 6ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର, ଗଜପତି, ସମ୍ବଲପୁର, ବଲାଙ୍ଗିର ଓ ବାଲେଶ୍ବରରୁ 5ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଓ ନୟାଗଡରୁ 4 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲ୍‌କାନଗିରି, କଟକ, ବୌଦ୍ଧ ଓ ଯାଜପୁରରୁ ତିନି ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡା ଓ ଦେବଗଡରୁ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି  । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 3,498କୁ ବୃଦ୍ଧି ହୋଇଛି ।

ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 658 515 138 5 0
ଯାଜପୁର 329 287 42 0 0
ଖୋର୍ଦ୍ଧା 315 186 123 4 2
କଟକ 219 124 94 1 0
ବାଲେଶ୍ବର 202 163 38 0 1
କେନ୍ଦ୍ରାପଡା 171 161 10 0 0
ଭଦ୍ରକ 152 135 17 0 0
NDRF-ODRAF-Fire service 136 0 136 0 0
ପୁରୀ 133 92 41 0 0
ଜଗତସିଂହପୁର 130 82 48 0 0
ବଲାଙ୍ଗିର 129 87 42 0 0
ସୁନ୍ଦରଗଡ 122 74 48 0 0
ନୟାଗଡ 101 75 26 0 0
ମୟୂରଭଞ୍ଜ 99 20 79 0 0
ଗଜପତି 84 33 51 0 0
ନୂଆପଡା 74 57 17 0 0
କେଉଁଝର 59 25 34 0 0
କନ୍ଧମାଳ 52 25 27 0 0
ଢେଙ୍କାନାଳ 42 21 21 0 0
ଦେବଗଡ 40 32 8 0 0
ଅନୁଗୁଳ 39 25 14 0 0
ବୌଦ୍ଧ 38 34 4 0 0
କଳାହାଣ୍ଡି 38 20 18 0 0
ସୋନପୁର 29 16 13 0 0
ମାଲ୍‌କାନ୍‌ଗିରି 25 21 4 0 0
ସମ୍ବଲପୁର 23 15 8 0 0
ବରଗଡ 18 11 7 0 0
କୋରାପୁଟ 17 8 9 0 0
ଝାରସୁଗୁଡା 15 8 7 0 0
ରାୟଗଡା 7 0 7 0 0
ନବରଙ୍ଗପୁର 2 2 0 0 0
ମୋଟ୍‌ 3498 2354 1131 10 3
Share. Facebook Twitter LinkedIn Email WhatsApp Copy Link

Related Posts

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: ଓଡ଼ିଶୀ ନୃତ୍ୟର ଭରପୁର ଆନନ୍ଦ ନେଲେ ଦର୍ଶକ

January 26, 2026

ଚନ୍ଦ୍ରଭାଗାର ଦିବ୍ୟ ଜଳ ସିଞ୍ଚନ କରି ବୁଡ଼ରେ ସାମିଲ ହେଲେ ଉପ ମୁଖ୍ୟମନ୍ତ୍ରୀ

January 26, 2026

ଆମିଷ ଦ୍ରବ୍ୟ ବିକ୍ରି ଉପରେ କଟକଣା ମାମଲା: ସୂଚନା ପ୍ରତ୍ୟାହାର କଲେ ଜିଲ୍ଲାପାଳ

January 26, 2026

ଅସାଧାରଣ ପ୍ରତିଭାଙ୍କୁ ଜାତୀୟ ସ୍ୱୀକୃତି: ଧର୍ମେନ୍ଦ୍ର ପ୍ରଧାନ

January 26, 2026
Latest News

ଶେଖ୍ ହସିନାଙ୍କ ସରକାରକୁ ଭାଙ୍ଗିବା ପଛରେ ଆମେରିକାର ହାତ?: ଲିକ୍ ହେଲା ରେକର୍ଡିଂ

January 26, 2026

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: ଓଡ଼ିଶୀ ନୃତ୍ୟର ଭରପୁର ଆନନ୍ଦ ନେଲେ ଦର୍ଶକ

January 26, 2026

ଚନ୍ଦ୍ରଭାଗାର ଦିବ୍ୟ ଜଳ ସିଞ୍ଚନ କରି ବୁଡ଼ରେ ସାମିଲ ହେଲେ ଉପ ମୁଖ୍ୟମନ୍ତ୍ରୀ

January 26, 2026

ଆମିଷ ଦ୍ରବ୍ୟ ବିକ୍ରି ଉପରେ କଟକଣା ମାମଲା: ସୂଚନା ପ୍ରତ୍ୟାହାର କଲେ ଜିଲ୍ଲାପାଳ

January 26, 2026

ଅସାଧାରଣ ପ୍ରତିଭାଙ୍କୁ ଜାତୀୟ ସ୍ୱୀକୃତି: ଧର୍ମେନ୍ଦ୍ର ପ୍ରଧାନ

January 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.