Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ଆଦେଶ ଜାରି କଲେ ଆନ୍ଧ୍ର ସରକାର
ଆଜିର ଖବର

ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ଆଦେଶ ଜାରି କଲେ ଆନ୍ଧ୍ର ସରକାର

June 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆନ୍ଧ୍ରପ୍ରଦେଶ : ଦେଶରେ କରୋନା ମାମଲା ଦିନକୁ ଦିନ ବଢୁଚାଲିଛି । ଏହା ମଧ୍ୟରେ ଦେଶରେ ଅନ୍‌ଲକ୍‌ 1,0 ଜାରି ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟ ରାଜ୍ୟ ଭିତରକୁ ଯିବାକୁ ମଧ୍ୟ ଅନୁମତି ମିଳିଛି । କିନ୍ତୁ ସଂକ୍ରମଣ ମାମଲା ବୃଦ୍ଧି ହେତୁ ରାଜ୍ୟସ୍ତରୀୟ କଟକଣା ଜାରି ରହିଛି । ଓଡ଼ିଶା ସରକାର ସପ୍ତାହକୁ ଦୁଇ ଦିନିଆ ସଟ୍‌ଡାଉନ୍‌ ଜାରି କରିଥିବାବେଳେ ଆନ୍ଧ୍ରପ୍ରଦେଶ ସରକାର କରୋନାକୁ ପ୍ରତିହତ କରିବା ପାଇଁ ଏକ ନୂତନ କଟକଣା ଜାରି କରିଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ନିଜର ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଜ୍ୟ ବାହାରକୁ ଯାତ୍ରା କରିବା ଉପରେ କଟକଣା ଜାରି କରିଛନ୍ତି। କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ନିର୍ଦ୍ଦେଶାନାମାରେ  ଆଂଚଳିକ କାର୍ଯ୍ୟରେ ଜଡ଼ିତ ପଦାଧିକାରୀଙ୍କୁ  ଛାଡ଼ି ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଯେ ରାଜ୍ୟ ଭିତରେ ମଧ୍ୟ କମ ଯାତାୟତ କରନ୍ତୁ ଓ ବିଭାଗ ପ୍ରମୁଖଙ୍କ ଠାରୁ ଲିଖିତ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ଯାଆନ୍ତୁ ନାହିଁ ।

ସୂଚନାଯୋଗ୍ୟ, ଗତ 10 ଦିନ ମଧ୍ୟରେ ଆନ୍ଧ୍ର ପ୍ରଦେଶ ସଚିବାଳୟର 6ରୁ ଅଧିକ କର୍ମଚାରୀ  କରୋନାରେ ଆକ୍ରାନ୍ତ ହୋଇଛନ୍ତି । ହୋଇଛନ୍ତି । ସଚିବାଳୟରେ କାର୍ଯ୍ୟ କରୁଥିବା ଅଧିକାଂଶ କର୍ମଚାରୀ ହାଇଦ୍ରାବାଦର ଅଟନ୍ତି । କିଛି ଅଧିକାରୀ ନିୟମିତ ଭାବରେ ହାଇଦ୍ରାବାଦ ଓ ନୁଆଦିଲ୍ଲୀ ଯା ଆସ କରନ୍ତି । ସେହିପରି ନିଷଦ୍ଧାଚଂଳରେ ରହୁଥିବା ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟ ଆସିବା ଉଚିତ ନୁହେଁ । ନିଷିଦ୍ଧାଚଂଳ କଟକଣା ନ ଉଠିବା ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ ଆଦେଶ ଦିଆଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ତିନି ମାସ ମଧ୍ୟରେ PNG ସଂଯୋଗ ନକଲେ ମିଳିବନି LPG

March 25, 2026

ବିହାରର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରିବେ ନୀତିଶ କୁମାର?: ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି

March 25, 2026

ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ

March 25, 2026

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026
Latest News

ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ତିନି ମାସ ମଧ୍ୟରେ PNG ସଂଯୋଗ ନକଲେ ମିଳିବନି LPG

March 25, 2026

ବିହାରର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରିବେ ନୀତିଶ କୁମାର?: ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି

March 25, 2026

ରତ୍ନ ଭଣ୍ଡାରର ଗଣତିମଣତି ଆରମ୍ଭ: ଜାଣନ୍ତୁ ଏହାର ପ୍ରକ୍ରିୟା ଏବଂ ପୂର୍ବରୁ କେତେ ଥିଲା ଅଳଙ୍କାର?

March 25, 2026

ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ

March 25, 2026

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.