ସର୍ତ୍ତମୂଳକ ଭାବରେ ମାର୍କେଟ୍‌ ବିଲ୍ଡିଂ ଖୋଲିଲା ବିଏମ୍‌ସି

Published: Jun 17, 2020, 6:43 pm IST

ଭୁବନେଶ୍ବର : ରଜ ଠାରୁ ବନ୍ଦ ରହିଥିବା ମାର୍କେଟ୍‌ ବିଲ୍ଡିଂ ଖୋଲିଛି । ସର୍ତ୍ତମୂଳକ ଭାବରେ ମାର୍କେଟ୍‌ ବିଲ୍ଡିଂ ଖୋଲିବାର ନିଷ୍ପତ୍ତି ନେଇଛି ଭୁବନେଶ୍ବର ମହାନଗର ନିଗମ । ମାର୍କେଟ୍‌ ବିଲ୍ଡିଂ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ସାମାଜିକ ଦୂରତ୍ବ ଏବଂ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ନିୟମର ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

Related posts