Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନ ପାଇଁ କରାଯାଇଥିଲା ବାଲାକୋଟ୍‌ ଆକ୍ରମଣ : ଫାରୁକ୍‌ ଅବଦୁଲ୍ଲା
ଆଜିର ଖବର

ନିର୍ବାଚନ ପାଇଁ କରାଯାଇଥିଲା ବାଲାକୋଟ୍‌ ଆକ୍ରମଣ : ଫାରୁକ୍‌ ଅବଦୁଲ୍ଲା

March 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
airstrike only for vote bank politics, says farroq
airstrike only for vote bank politics, says farroq

ଲୋକସଭା ନିର୍ବାଚନ ସହ ଜମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନ ନ ହେବାକୁ ନେଇ ଅସନ୍ତୋଷ ବ୍ୟକ୍ତ  କରିଛନ୍ତି ନ୍ୟାସନାଲ୍‌ କନ୍‌ଫେରନ୍ସ ନେତା ଫାରୁକ୍‌ ଅବଦୁଲ୍ଲା । ଫାରୁକ୍‌ କେନ୍ଦ୍ର ସରକାରଙ୍କୁ ସିଧା ଟାର୍ଗେଟ୍‌ କରି କହିଛନ୍ତି ଯେ, ଏହା ହେଉଛି ମୋଦି ସରକାରଙ୍କ ବିଫଳତା, ଯେଉଁଥିପାଇଁ କାଶ୍ମୀରର ଅବସ୍ଥା ଏହିପରି ରହିଛି । ଯେତେବେଳେ ସବୁ ଦଳ ରାଜ୍ୟରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେଉ ବୋଲି ଚାହୁଁଛନ୍ତି ସେତେବେଳେ ଏହା କ’ଣ ପାଇଁ କରାଯାଉନାହିଁ । ଯଦି ଲୋକସଭା ନିର୍ବାଚନ ପାଇଁ କାଶ୍ମୀର ସ୍ଥିତି ଅନୁକୂଳ ରହିଛି, ତେବେ ବିଧାନସଭା ପାଇଁ କାହିଁକି ନୁହେଁ, ବୋଲି ଫାରୁକ୍‌ ପ୍ରଶ୍ନ କରିଛନ୍ତି । ସ୍ଥାନୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିପୂର୍ଣ୍ଣ ସହିତ ହୋଇପାରିଲା, ଏଠାରେ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ବଳ ଅଛନ୍ତି, ତେବେ ବିଧାନସଭା ନିର୍ବାଚନ ନ ହେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି  ଫାରୁକ୍‌। ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀରର ସମ୍ବେଦନଶୀଳ ସ୍ଥିତି ତଥା ବର୍ତ୍ତମାନ ଦେଖି ନିର୍ବାଚନ କମିଶନ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ନାହିଁ ବୋଲି ଘୋଷଣା କରିଥିଲେ । ସେହିପରି ଭାରତ ପକ୍ଷରୁ କରାଯାଇ ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଫାରୁକ୍‌ ।  ନିର୍ବାଚନ ପାଇଁ ଏହି ଏୟାର୍‌ ଷ୍ଟ୍ରାଇକ୍‌ କରାଯାଇଥିଲା ବୋଲି ଫାରୁକ୍‌ କହିଛନ୍ତି ।  ଆମର ଗୋଟିଏ ଏୟାର କ୍ରାପ୍ଟ ନଷ୍ଟ ହେଲା କିନ୍ତୁ  ଆମେ ଆମ ଉଇଙ୍ଗ୍‌ କମାଣ୍ଡରଙ୍କୁ  ସୁରକ୍ଷିତ ଅବସ୍ଥାରେ ସ୍ବଦେଶରେ ଫେରିପାଇଲୁ ବୋଲି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

faruqh abdulla thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.