Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଗେ ଆଗେ ତାଳଧ୍ବଜ, ପଛେ ପଛେ ଗଡି ଚାଲିଛି ଦର୍ପଦଳନ
ଆଜିର ଖବର

ଆଗେ ଆଗେ ତାଳଧ୍ବଜ, ପଛେ ପଛେ ଗଡି ଚାଲିଛି ଦର୍ପଦଳନ

June 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଯାଇଛି । ପୁରୀ ବଡଦାଣ୍ଡରେ ଚାଲିଛି ରଥଟଣା ।  ମହାରାଜାଙ୍କ ଛେରା ପହଁରା ପରେ ସର୍ବପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ଟଣାଯାଇଥିଲା । ଏବେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ସେବାୟତମାନେ ଟାଣି ନେଉଛନ୍ତି । ଆଗେ ଆଗେ ତାଳଧ୍ବଜ ଯାଉଥିବାବେଳେ ପଛେପଛେ ଚାଲିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସବା ପଛକୁ ଯିବ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ସୁପ୍ରିମ୍‌କୋର୍ଟଙ୍କ ଅନୁମତି ପରେ ବିନା ଭକ୍ତରେ ଆୟୋଜିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ସର୍ତ୍ତ ମୁତାବକ କୋଭିଡ୍‌ କଟକଣାକୁ ଆଖି ଆଗରେ ରଖି ଏହି ରଥଯାତ୍ରାକୁ ପାଳନ କରାଯାଉଛି ।

ଦର୍ପଦଳନ ରଥ ସମ୍ପର୍କରେ ସଂକ୍ଷିପ୍ତ ସୂଚନା :

ଦେବୀ ସୁଭ୍ରଦାଙ୍କ ରଥର ନାମ ହେଉଛି ଦର୍ପଦଳନ । ଏହାର ଉଚ୍ଚତା 31 ହାତ । ଏହା 593 ଖଣ୍ଡ କାଷ୍ଠରେ ନିର୍ମିତ ହୋଇଥିବାବେଳେ ଏହାର ଚକ ହେଉଛି 12ଟି । ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା ।  ଦର୍ପଦଳନର ସାରଥୀ ହେଉଛନ୍ତି ଅର୍ଜୁନ୍‌ । ରଥର ନେତର ନାମ ହେଉଛି ନାଦାମ୍ବିକା ।

ବଳଭଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

କ୍ଲର୍କ ନିଯୁକ୍ତି ପରୀକ୍ଷାର ତାରିଖ ପ୍ରକାଶ କଲା SBI, ଏହି ଦିନ ହେବ ପରୀକ୍ଷା

September 11, 2025

ଭାରତ-ପାକିସ୍ତାନ ମ୍ୟାଚ ବାତିଲ ମାମଲା: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

September 11, 2025

ମୁମ୍ବାଇକୁ ପୁଣି ଥରେ ବୋମା ଧମକ, ସୁରକ୍ଷା ବୃଦ୍ଧି କଲା ପୋଲିସ

September 11, 2025

ମଣିଷକୁ ପଛରେ ପକାଇଦେବ ଏଆଇ: ଏଲୋନ୍ ମସ୍କଙ୍କ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ

September 11, 2025
Latest News

କ୍ଲର୍କ ନିଯୁକ୍ତି ପରୀକ୍ଷାର ତାରିଖ ପ୍ରକାଶ କଲା SBI, ଏହି ଦିନ ହେବ ପରୀକ୍ଷା

September 11, 2025

ଭାରତ-ପାକିସ୍ତାନ ମ୍ୟାଚ ବାତିଲ ମାମଲା: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

September 11, 2025

ମୁମ୍ବାଇକୁ ପୁଣି ଥରେ ବୋମା ଧମକ, ସୁରକ୍ଷା ବୃଦ୍ଧି କଲା ପୋଲିସ

September 11, 2025

ମଣିଷକୁ ପଛରେ ପକାଇଦେବ ଏଆଇ: ଏଲୋନ୍ ମସ୍କଙ୍କ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ

September 11, 2025

ଟିମ୍ ଇଣ୍ଡିଆର ମ୍ୟାଚ୍‌ରେ ଭାଇରାଲ୍ ହେଲେ ଆଫଗାନିସ୍ତାନର ଏହି ସୁନ୍ଦରୀ, ଜାଣନ୍ତି କି ସେ କିଏ?

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.