Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»2 ବିଏସ୍‌ଏଫ୍‌ ଯବାନ କରୋନାରେ ଆକ୍ରାନ୍ତ
ଆଜିର ଖବର

2 ବିଏସ୍‌ଏଫ୍‌ ଯବାନ କରୋନାରେ ଆକ୍ରାନ୍ତ

June 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନବରଙ୍ଗପୁର : ଦେଶରେ କରୋନା ବେଶ୍‌ ଦ୍ରୁତ ଗତିରେ ମାଡି ଚାଲିଥିବାବେଳେ ଏବେ କରୋନା ଯୋଦ୍ଧାମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ପୁଣି ଦୁଇ ବିଏସଏଫ୍‌ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ଆଜି ନବରଙ୍ଗପୁର ଜିଲ୍‌ଲାରୁ ଚିହ୍ନଟ 2 ପଜିଟିଭ୍‌ଙ୍କ ମଧ୍ୟରେ ବିଏସ୍‌ଏଫ୍‌ ଯବାନ୍‌ ରହିଛନ୍ତି । ପୂର୍ବରୁ ଜିଲ୍ଲାରେ 7 ଜଣ ବିଏସ୍‌ଏଫ୍‌ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 12 ଆକ୍ଟିଭ୍‌ କେସ୍‌ ମଧ୍ୟରୁ 9 ଜଣ ବିଏସଏଫ୍‌ ଯବାନ ରହିଛନ୍ତି ।  ଆଜି ଚିହ୍ନଟ 2 ବିଏସ୍‌ଏଫ୍‌ ଯବାନଙ୍କ ଘର ମହାରାଷ୍ଟ୍ରରେ ହୋଇଥିବାବେଳେ ଛୁଟିରୁ ଫେରି କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହିଥିଲେ ।

କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୮ ରେ ସ୍ଥଗିତ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

September 4, 2025

ନୂଆ ଜିଏସଟି ସ୍ଲାବ୍ ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ: ଧର୍ମେନ୍ଦ୍ର ପ୍ରଧାନ

September 4, 2025

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ୍ ଆଲୋଚନା

September 4, 2025

ରେଢ଼ାଖୋଲରୁ ଗଞ୍ଜେଇ ଜବତ, ସ୍କୋର୍ପିଓ ଗାଡ଼ି ସହ ଦୁଇ ଅଭିଯୁକ୍ତ ଗିରଫ

September 4, 2025
Latest News

ସେପ୍ଟେମ୍ବର ୮ ରେ ସ୍ଥଗିତ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

September 4, 2025

ନୂଆ ଜିଏସଟି ସ୍ଲାବ୍ ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ: ଧର୍ମେନ୍ଦ୍ର ପ୍ରଧାନ

September 4, 2025

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ୍ ଆଲୋଚନା

September 4, 2025

ରେଢ଼ାଖୋଲରୁ ଗଞ୍ଜେଇ ଜବତ, ସ୍କୋର୍ପିଓ ଗାଡ଼ି ସହ ଦୁଇ ଅଭିଯୁକ୍ତ ଗିରଫ

September 4, 2025

ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମନୋନୀତ ହେଲା ଶିକ୍ଷା ଓ ଅନୁସନ୍ଧାନ 

September 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.